ଅତୀତର ସ୍ମୃତିକୁ ମନେ ପକାଇଲେ ୨୦୧୩ ବ୍ୟାଚ୍ର ଛାତ୍ରୀଛାତ୍ର
ଦିଗପହଣ୍ଡି,୧୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଗ୍ରାମ ହାଇସ୍କୁଲ ୨୦୧୩ ମାଟ୍ରିକ୍ ବ୍ୟାଚ୍ର ପୁରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ। କୁକୁଡାଖଣ୍ଡି ବ୍ଲକ୍ ମା’ ମହୁରୀ କାଳୁଆ ଶକ୍ତିପୀଠ ପରିସରରେ…

