CHSEର କଡ଼ା ନିର୍ଦ୍ଦେଶ: ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ବାଧ୍ୟତାମୂଳକ, ନଚେତ୍…
ଭୁବନେଶ୍ୱର,୨୧ା୧୦: ଆଗାମୀ ଯୁକ୍ତ ୨ ପରୀକ୍ଷାକୁ ଅଧିକ ସ୍ବଚ୍ଛ, ଶୃଙ୍ଖଳିତ ଏବଂ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୨୦୨୭ ବର୍ଷର ଯୁକ୍ତ ୨ ପରୀକ୍ଷା ପରିଚାଳନା ନେଇ ପରିଷଦ…

