ମ୍ୟାନ୍ମାର ଭୂକମ୍ପରେ ପୋତି ହୋଇଥିବା ଲୋକଙ୍କୁ ଖୋଜିବାକୁ ବାହାରିଲା ‘ଅସରପା’ ମ୍ୟାନ୍ମାର,୯।୪:ନିକଟରେ ମ୍ୟାନ୍ମାର୍ରେ ଆସିଥିବା ୭.୭ ତୀବ୍ରତାର ଭୂମିକମ୍ପ ପରେ ସେଠାରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ସାଇବର୍ଗ ଅସରପା ମଧ୍ୟ ଏହି ରିଲିଫ କାର୍ଯ୍ୟର ଏକ ଅଂଶ ହେବାକୁ ଯାଉଛି। ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ...