ମେଗାଷ୍ଟାର ସୂର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ପାଇଁ ମେକର୍ସଙ୍କ ବଡ ସରପ୍ରାଇଜ

ଚେନ୍ନାଇ: ମେଗାଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମକୁ ତାଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଥାଆନ୍ତି। ତାଙ୍କ ଅପକମିଂ ମୁଭି ‘କାଂଗୁଭା’କୁ ବି ବେଶ କିଛିଦିନ ହେବ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ଏବେ ଏହାର ଟିଜର ରିଲିଜ କରି ମେକର୍ସ ତାଙ୍କ ଫ୍ୟାନଙ୍କ ଅପେକ୍ଷାକୁ ଆହୁରି ବଢାଇ ଦେଇଛନ୍ତି। ଗ୍ରୀନ କେ.ଇ. ଜ୍ଞାନଭେଲରାଜା ଷ୍ଟୁଡିଓ ୟୁଭି କ୍ରିଏଶନ୍ସ ଭାମସି-ପ୍ରମୋଦଙ୍କ ସହଯୋଗରେ ଏହି ମୁଭିର ନିର୍ମାଣ କରାଯାଇଛି। ଶିବା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ତେବେ ସୂର୍ଯ୍ୟାଙ୍କ ଜନ୍ମଦିନର ଶୁଭ ଅବସରରେ ଫ୍ୟାନ୍ସଙ୍କୁ ଏହି ମୁଭିର ପ୍ରଥମ ଝଲକ ଦେଖାଯାଇଛି।
ଫିଲ୍ମର ଟିଜର ରିଲିଜ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢି ଯାଇଛି। ଦୁଇ ମିନିଟର ଏହି ଟିଜର ଖୁବ ଏକ୍ସାଇଟିଂ ହୋଇଛି। ଏହି ମୁଭିରେ ସୂର୍ଯ୍ୟାଙ୍କ ବ୍ୟତୀତ ଦିଶା ପାଟନି, ଯୋଗୀ ବାବୁ, କିଙ୍ଗସଲେ, କୋଭଇ ସରଲା, ଆନନ୍ଦ ରାଜଙ୍କ ଭଳି କଳାକାର ସେମାନଙ୍କ ଆକ୍ଟିଂର ଜଲଓ୍ବା ଦେଖାଇବେ। ଟିଜରରେ ଏକ ଅଞ୍ଚଳ ନଜର ଆସୁଛି, ଯେଉଁଠାରେ ଡାର୍କ ଲାଇଟ ଅଛି ଓ ବହୁତ ଗୁଡିଏ ମୃତଦେହ ଦେଖାଯାଉଛି। ଏଇଠି ଅଭିନେତାଙ୍କ ମୁହଁରେ ଏକ ମୁଖା ଦେଖାଯାଉଛି। ଟିଜରଟି ରିଲିଜ ହେବା ପରେ ପରେ ୟୁଟ୍ୟୁବରେ ଟ୍ରେଣ୍ଡ କରିଛି। ଏବେ ପର୍ଯ୍ୟନ୍ତ ଏହାକୁ ୫ ମିଲିୟନରୁ ଅଧିକ ଥର ଦେଖା ସରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri