Categories: Video

Students-police clash in Utkal University, Bhubaneswar | ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

Tension ran high at Utkal University campus as students and police involved in a scuffle after the former were not allowed into Vice Chancellor Soumendra Mohan Patnaik’s office to hand over their 10-point charter of demands.

ବାଣୀ ବିହାର ଉତ୍କଳ ବିଶ୍ବ ବିଦ୍ୟାଳୟରେ ଉତ୍ତେଜନା । କ୍ୟାମ୍ପସରେ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ୧୦ ଦଫା ଦାବି ନେଇ ବାଣୀ ବିହର ବିଶ୍ବ ବିଦ୍ୟାଳୟରେ ରେ ଉତ୍ତେଜନା ଦେଖାଦେବା ସହ ,କୂଳପତିଙ୍କୁ ଘେରିଲେ ଶତାଧିକ ଛାତ୍ରୀଛାତ୍ର । ପୋଲିସ ସହ ଧସ୍ତାଧସ୍ତି ହେବା ସହ, ଲାଠିଚାଳନା ଅଭିଯୋଗ ହୋଇଛି। ଛାତ୍ରୀ ଛାତ୍ରମାନେ ବିକ୍ଷୋଭ କରିବା ସହ କୁଳପତିଙ୍କ ଅଫିସକୁ ଧସେଇ ପଶିଛନ୍ତି । ଯାହାଦ୍ବାରା ଶତାଧିକ ଛାତ୍ରୀଛାତ୍ର ଓ ପୁଲିସ ମୁହାଁମୁହିଁ ହୋଇଥିଲେ ।