Categories: ବାଣିଜ୍ୟ

ବଡ ଏନ୍‌ବିଏଫ୍‌ସି ପାଇଁ କଡାକଡି ହେଉ ନିୟମ

ନୂଆଦିଲ୍ଲୀ: ଦେଶର ଫାଇନାନ୍ସିଆଲ ସିଷ୍ଟମରେ ଦୃଢତା ବଜାୟ ରଖିବା ଲାଗି ବଡ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକ ଲାଗି ନିୟମ କଡାକଡି ହେବାର ଆବଶ୍ୟକତା ରହିଥିବା ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ଏମ୍‌.ରାଜେଶ୍ୱର ରାଓ ଶୁକ୍ରବାର କହିଛନ୍ତି। ବ୍ୟାଙ୍କ ଭଳି ଏହି ସଂସ୍ଥାଗୁଡିକ ଲାଗି ନିୟମ କଡାକଡି କରିବା ଏବଂ ଅନ୍ୟ ଏନ୍‌ବିଏଫ୍‌ସି ଲାଗି ନିୟମ କୋହଳ ଏବଂ ମାଇକ୍ରୋଫାଇନାନ୍ସ ସଂସ୍ଥା ଲାଗି ରହିଥିବା ନିୟମର ସମୀକ୍ଷା ଆବଶ୍ୟକତା ରହିଥିବା କରିବା ସେ ମତ ଦେଇଛନ୍ତି।

Share