Posted inଜାତୀୟ

୨୬/୧୧ ଦୋଷୀଙ୍କ ପ୍ରତି କଠୋର ଦଣ୍ଡାଦେଶ ଜରୁରୀ: ଇସ୍ରାଏଲ ବାଚସ୍ପତି…

ନୂଆଦିଲ୍ଲୀ,୪।୪ : ତାଙ୍କର ଚାରି ଦିନିଆ ଗସ୍ତରେ ଇସ୍ରାଏଲର ବାଚସ୍ପତି କେନ୍ସେଟ ଆମୀର ଓହାନା ଭାରତରେ ଅଛନ୍ତି। ମଙ୍ଗଳବାର ଓହାନା କହିଛନ୍ତି ଯେ ଯେଉଁମାନେ ମୁମ୍ବାଇରେ ୧୬/୧୧ ଆତଙ୍କବାଦୀ ଆକ୍ରମଣ କରିଥିଲେ ସେମାନେ ଆତଙ୍କବାଦୀଙ୍କୁ ପଠାଇ ଏଭଳି କାଣ୍ଡ ଭିଆଇ ଥିଲେ। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଓହାନା କହିଛନ୍ତି ଯେ ଧର୍ମ ଏବଂ ଜାତି ମଧ୍ୟରେ ଆତଙ୍କବାଦୀ ଅନ୍ତର ପରିଲକ୍ଷିତ କରି ନଥାନ୍ତି। ତାଙ୍କ ପାଇଁ କେହି ଭିନ୍ନ ନୁହନ୍ତି। ସଭିଏଁ ସମାନ ନୁହେଁ। ସେମାନେ ମାନବ ସମାଜର ଶତ୍ରୁ।

ପାକିସ୍ତାନର ନାମ ନ ନେଇ ଓହାନା କହିଛନ୍ତି ଯେ ଆମେ ୨୦/୧୧ ଆତଙ୍କବାଦୀ ଆକ୍ରମଣକୁ ଏପର୍ଯ୍ୟନ୍ତ ଶେଷ କରିପାରି ନାହିଁ। ଆମେ ଏପର୍ଯ୍ୟନ୍ତ ଅପେକ୍ଷା କରିଛୁ, ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଛନ୍ତି ସେମାନଙ୍କୁ କାଠଗଡ଼ା ଆଣିବା ଉଚିିତ। ଦକ୍ଷିଣ ମୁମ୍ବାଇର ନରିମାନ ହାଉସ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀମାନେ ଚାରିଜଣ ପରିଦର୍ଶକଙ୍କ ବ୍ୟତୀତ ରେବୀ ଗାଭ୍ରିଏଲ ହୋଲଟବର୍ଗ ଏବଂ ତାଙ୍କ ପତ୍ନୀ ରିଭକା ହୋଲଟବର୍ଗଙ୍କୁ ହତ୍ୟା କରିଥିଲେ। ରିଭାକାଙ୍କର ଦୁଇ ବର୍ଷର ପୁଅ ମୋଶାଙ୍କୁ ଧାଈ ସାନ୍ଦ୍ରା ସାମୁଏଲ ଉଦ୍ଧାର କରିଥିଲେ।

ଓହାନା କହିଛନ୍ତି, ଯେଉଁମାନେ ଆତଙ୍କବାଦୀ ଆକ୍ରମଣରେ କରିଥିଲେ ସେମାନଙ୍କୁ ସମସ୍ତଙ୍କୁ ଗିରଫ କରାଯିବା ଉଚିତ। ସର୍ବପ୍ରଥମେ, ଆମକୁ ଆକ୍ରମଣ ବନ୍ଦ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri