ସ୍ତ୍ରୀ-୨ ପାଇଁ କେତେ ଟଙ୍କା ନେଇଛନ୍ତି ଷ୍ଟାର୍‌କାଷ୍ଟ, ଜାଣନ୍ତୁ…

ମୁମ୍ବାଇ: ଅମର କୌଶିକଙ୍କ ନିର୍ଦ୍ଦେଶିତ ହରର୍‌ କମେଡି ସ୍ତ୍ରୀ-୨ ବଡ଼ ହିଟ ହୋଇଛି। ଏହି ଫିଲ୍ମ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଶ୍ରଦ୍ଧା କପୁରଙ୍କ ସହ ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ସ୍ତ୍ରୀ-୨ ବକ୍ସ ଅଫିସରେ ବିପୁଳ ସଂଗ୍ରହ କରୁଛି ଏବଂ ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ଭାଙ୍ଗୁଛି। ତେବେ କଳାକାରମାନେ ଏହି ଫିଲ୍ମ ପାଇଁ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ ଜାଣିବା…

 

ଶ୍ରଦ୍ଧା କପୁର:
ଶ୍ରଦ୍ଧା କପୁର ସ୍ତ୍ରୀ-୨ ଏକ ଚମତ୍କାର ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ପ୍ରାୟ ୫ କୋଟି ଚାର୍ଜ କରିଛନ୍ତି। ସେ ଏହି ଫିଲ୍ମରେ ସ୍ତ୍ରୀର ଝିଅ ଭୂମିକାରେ ଅଭିନୟ କରିଛନ୍ତି। ଯାହାର ନିଜର ଶକ୍ତି ଅଛି ।

 

ରାଜକୁମାର ରାଓ:
ରାଜକୁମାର ରାଓ ସ୍ତ୍ରୀ-୨ରେ ପୁଣି ବିକି ହୋଇ ସମସ୍ତଙ୍କ ହୃଦୟକୁ ଛୁଇଁଛନ୍ତି। ଅଭିନେତା ଏହି ଫିଲ୍ମ ପାଇଁ ପ୍ରାୟ ୬ କୋଟି ଟଙ୍କାର ଏକ ବିରାଟ ପ୍ୟାକେଜ ନେଇଛନ୍ତି। ଏହି ଚଳଚ୍ଚିତ୍ରରେ ରାଜକୁମାର ଏକ ଲେଡିଜ ଟ୍ରେଲର ଭୂମିକାରେ ଅଭିନୟ କରିଛନ୍ତି।

 

ବରୁଣ ଧାୱନ:
ସ୍ତ୍ରୀ-୨ ବରୁଣ ଧାୱନ ସାନଦାର୍‌ ଏଣ୍ଟ୍ରି କରିଛନ୍ତି। ସେ ତାଙ୍କ ଚଳଚ୍ଚିତ୍ର ଭେଡିଆ ଅବତାରର ପୁନରାବୃତ୍ତି କରିଛନ୍ତି। ଏହି ଚଳଚ୍ଚିତ୍ରରେ ବରୁଣଙ୍କର ବହୁତ ଛୋଟ ଭୂମିକା ରହିଛି କିନ୍ତୁ ସେ ଏଥିପାଇଁ ବିପୁଳ ପରିମାଣର ଚାର୍ଜ କରିଛନ୍ତି। ସ୍ତ୍ରୀ-୨ ପାଇଁ ବରୁଣ ୨ କୋଟି ଟଙ୍କା ନେଇଛନ୍ତି।

 

ପଙ୍କଜ ତ୍ରିପାଠୀ:
ଅଭିନେତା ପଙ୍କଜ ତ୍ରିପାଠୀ ସ୍ତ୍ରୀ-୨ ଚମତ୍କାର ଅଭିନୟ କରିଛନ୍ତି। ଭେଟେରାନ ଅଭିନେତା ଏହି ଫିଲ୍ମ ପାଇଁ ୩ କୋଟି ଟଙ୍କା ଚାର୍ଜ କରିଛନ୍ତି।

 

ଅଭିଷେକ ବାନାର୍ଜୀ:
ଅଭିଷେକ ବାନାର୍ଜୀ ଏହି ଚଳଚ୍ଚିତ୍ରରେ ଜନାର ଭୂମିକାରେ ଅଭିନୟ କରିଛନ୍ତି। ଏହି ଭୂମିକା ପାଇଁ ଅଭିଷେକ ପ୍ରାୟ ୫୫ ଲକ୍ଷ ଟଙ୍କା ନେଇଛନ୍ତି।

 

ଅପାରଶକ୍ତି ଖୁରାନା :
ଅପାରଶକ୍ତି ଖୁରାନା ଏହି ଚଳଚ୍ଚିତ୍ର ପାଇଁ ୭୦ ଲକ୍ଷ ଟଙ୍କା ଶୁଳ୍କ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri