Posted inଫୁରସତ

ଏମିତି ଷ୍ଟେଶନ, ଯାହାର ନାହିଁ ନାମ

ଦୁନିଆର ପ୍ରତ୍ୟେକ ଜିନିଷର ଏକ ପରିଚୟ ରହିଥାଏ। ସେ ବ୍ୟକ୍ତି ହୁଅନ୍ତୁ କି ସ୍ଥାନ। ଯଦି କେହି କୌଣସି ସ୍ଥାନକୁ ଯାଆନ୍ତି, ତେବେ ଏହାର ନିଜସ୍ବ ନାମ ରହିଥାଏ। ଭାରତର ପ୍ରତ୍ୟେକ ସ୍ଥାନର ନାମ ଅଛି। ସେ ଗାଁ ହେଉ କିମ୍ବା ସହର। ଯଦି କେହି କୌଣସି ସ୍ଥାନକୁ ଯାଆନ୍ତି, ସେ ଅନ୍ୟ ଲୋକଙ୍କୁ ସେହି ସ୍ଥାନ ବିଷୟରେ ସୂଚନା ଦିଅନ୍ତି। ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ କେଉଁ ଷ୍ଟେଶନରୁ ଚଢ଼ିଲେ ଏବଂ କେଉଁଠି ଓହ୍ଲାଇଲେ ସେ ବିଷୟରେ ସୂଚନା କାହାକୁ ଦେଇଥାନ୍ତି ବା ନିଜେ ଜାଣିଥାନ୍ତି।

କିନ୍ତୁ ଭାରତରେ ଏପରି ଏକ ଷ୍ଟେଶନ ଅଛି, ଯାହାର ନାମ ନାହିଁ। ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏପରି ଏକ ଷ୍ଟେଶନ ଅଛି। ବିଶ୍ୱରେ ରେଳ ନେଟଓ୍ବାର୍କ ଦୃଷ୍ଟିରୁ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହି ଷ୍ଟେଶନ ସହରଠାରୁ ୩୫ କିଲୋମିଟର ଦୂରରେ ଥିବା ରୈନା ନାମକ ଏକ ଗାଁରେ ଆରମ୍ଭ ହୋଇଥିଲା। ୨୦୦୮ରେ ଏହା ନିର୍ମିତ ହୋଇଥିଲା। ସେବେଠାରୁ ଏହାର କୌଣସି ନାମ ହିଁ ନାହିଁ।

ଏହି ଷ୍ଟେଶନ ନିର୍ମାଣ ପରେ ନାମକରଣ ହୋଇ ନ ଥିଲା। ଏହାର କାରଣ ହେଲା ଦୁଇ ଗାଁ ମଧ୍ୟରେ ମତଭେଦ ଚାଲିଥିଲା। ରୈନା ଏବଂ ରୈନାନଗର ମଧ୍ୟରେ ପାର୍ଥକ୍ୟ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହି ଷ୍ଟେଶନ ରୈନା ଗାଁର ଜମିରେ ଥିଲା। କିନ୍ତୁ ଏହାର ନାମ ହେଲା ରୈନା। ଏହି କାରଣରୁ ଉଭୟ ଗାଁ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ରେଳ ଷ୍ଟେଶନରେ ଥିବା ନେମ୍‌ବୋର୍ଡକୁ ହଟାଇ ଦିଆଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟେଶନର କୌଣସି ନାମ ନାହିଁ। ତଥାପିି ଏହି ଷ୍ଟେଶନର ଟିକେଟ ରୈନାନଗର ନାମରେ କଟାଯାଇଥାଏ


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri