Categories: Video

Star Speak With Swaraj | ଷ୍ଟାର ସ୍ପିକ୍ ୱିଥ୍ ସ୍ବରାଜ

Ollywood chocolate boy Swaraj Barik’s journey from a child artist to being a lead actor is quite inspiring. With back to back superhit movies, Swaraj has established himself as one of the leading actors. Watch this video to know more about Swaraj as Dharitri Live catches up with him.

ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ସ୍ୱରାଜ ଏବେ ଓଲିଉଡର ଜଣେ ଆଗଧାଡିର ନାୟକ । ତୁ ମୋ ଲଭ ଷ୍ଟୋରୀରୁ ହିରୋ ଭାବେ ଫିଲ୍ମ ଆରମ୍ଭ କରିବା ପରେ ତାଙ୍କ ପାଖରେ ବ୍ୟକ୍ ଟୁ ବ୍ୟାକ୍ ଅଫର । ଚାଲନ୍ତୁ ତାଙ୍କ ବାବଦରେ ଅଧିକ କିଛି ଜାଣିବା ଏହି ଭିଡିଓରେ ।