Categories: Video

ଦିନକ ପାଇଁ ହେବେ ମୁଖ୍ୟମନ୍ତ୍ରୀ

ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ। ଜାନୁଆରୀ ୨୪ ତାରିଖ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ସୃଷ୍ଟି। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସ୍ୱୀକୃତି ଦେଇଛନ୍ତି। ହରିଦ୍ୱାରର ଦୌଲତପୁରରେ ସୃଷ୍ଟି ବିଏସଏସ ପିଜି କଲେଜରେ ବିଏସସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ ଅଛନ୍ତି। ୨୦୧୮ରେ ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।