Categories: ଖେଳ

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା, ଏହି ଯୁବ ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ

ନୂଆଦିଲ୍ଲୀ,୪।୧୨: ଡିସେମ୍ବର ୧୦ରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ସମସ୍ତ ତିନୋଟି ଫର୍ମାଟର ଏକ ସିରିଜ୍‌ ଖେଳିବ। ଆୟୋଜିତ ହେବାକୁ ଥିବା ଟି -୨୦ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି, ଯାହାର ଦାୟିତ୍ୱ ଏଡନ ମାର୍କ୍ରାମଙ୍କୁ ଦିଆଯାଇଛି।

ଦକ୍ଷିଣ ଆଫ୍ରିକା ଦଳ : ଏଡନ ମାର୍କ୍ରାମ (ଅଧିନାୟକ), ବାର୍ଟମ୍ୟାନ, ବ୍ରେଟ ଜଙ୍କେ, ଏନ ବଗର୍ର୍‌, କୋଏଟ୍‌ଜି, ଡୋନୋବନ, ହେଣ୍ଡ୍ରିକ୍ସ, ଜାନସେନ, କ୍ଲାସେନ, ମହାରାଜ, ମିଲର୍‌, ଏନାଗିଡି, ଫେହୁଲୁକୱାୟୋ, ଶସ୍ମି, ଷ୍ଟବ୍ସ, ଲିଜାଡ ୱିଲିୟମ୍ସ।

Share