Posted inଜାତୀୟ

ହିମାଚଳରେ ତୁଷାରପାତ , ୨୬୨ ସଡ଼କ ପଥ ବନ୍ଦ, ୮୮୯ ବିଦ୍ୟୁତ ଲାଇନ ଠପ୍‌…

ଶିମଲା,୨୫।୧ : ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଅବ୍ୟାହତ ରହିଛି। ମଙ୍ଗଳବାର ଠାରୁ ରାଜ୍ୟର ଉଚ୍ଚସ୍ଥାନରେ ମଧ୍ୟବର୍ତ୍ତୀ ତୁଷାରପାତ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି କାରଣରୁ ପ୍ରବଳ ଶୀତ ଲହର ବୃଦ୍ଧି ପାଇଛି। ସ୍ପିତିି, ମନାଲି, ରୋହତାଙ୍ଗ, କିନ୍ନୌର, ଚାମ୍ବା, ଡାଲହୋଜିି ଏବଂ କାଙ୍ଗଡାର ଧୌଲାଧର ପାହାଡ ଏବଂ ଅନ୍ୟାନ୍ୟ ଉଚ୍ଚ ଉଚ୍ଚତାରେ ତୁଷାରପାତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାରଠାରୁ ରାଜ୍ୟରେ ତୁଷାରପାତ ଓ ବର୍ଷା ହ୍ରାସ ପାଇବ। ତେବେ ଜାନୁୟାରୀ ୨୯ ପର୍ଯ୍ୟନ୍ତ କେତେକ ସ୍ଥାନରେ ତୁଷାରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଲାହୌଲ ସ୍ପିତିର ଗୋଣ୍ଡଲାରେ ସର୍ବାଧିକ ୫୦.୫ ସେମି ତୁଷାରପାତ ହୋଇଥିବାବେଳେ ଲାହୌଲ ସ୍ପିତିର କୁକୁମସେରୀରେ ୩୨.୩ ସେମି, କିଲୋଙ୍ଗରେ ୨୩.୦ ଏବଂ ହଂସାରେ ୨୦.୦ ସେମି ରେକର୍ଡ କରାଯାଇଛି। ଚମ୍ବାର ସାଲୁନିରେ ୪୫.୭ ସେମି ଏବଂ ବରମୁରରେ ୩୦.୦ସେମ ତୁଷାରପାତ ହୋଇଛି। କୁଲୁର କୋଥିରେ ୧୦.୦ ସେମି ତୁଷାରପାତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାରଠାରୁ ରାଜ୍ୟରେ ତୁଷାରପାତ ଓ ବର୍ଷା ହ୍ରାସ ପାଇବ। ତେବେ ଜାନୁୟାରୀ ୨୯ ପର୍ଯ୍ୟନ୍ତ କେତେକ ସ୍ଥାନରେ ତୁଷାରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଲାହୌଲ ସ୍ପିତିର ଗୋଣ୍ଡଲାରେ ସର୍ବାଧିକ ୫୦.୫ ସେମି ତୁଷାରପାତ ହୋଇଥିବାବେଳେ ଲାହୌଲ ସ୍ପିତିର କୁକୁମସେରୀରେ ୩୨.୩ ସେମି, କିଲୋଙ୍ଗରେ ୨୩.୦ ଏବଂ ହଂସାରେ ୨୦.୦ ସେମି ରେକର୍ଡ କରାଯାଇଛି। ଚମ୍ବାର ସାଲୁନିରେ ୪୫.୭ ସେମି ଏବଂ ବରମୁରରେ ୩୦.୦ସେମ ତୁଷାରପାତ ହୋଇଛି। କୁଲୁର କୋଥିରେ ୧୦.୦ ସେମି ତୁଷାରପାତ ହୋଇଛି।

ପ୍ରକାଶ ପାଇଥିବା ବିପର୍ଯ୍ୟୟ ପରିଚାଳନା ତଥ୍ୟ ଅନୁଯାୟୀ, ହିମାଚଳ ପ୍ରଦେଶରେ ୩ ଜାତୀୟ ରାଜପଥ ସମେତ ୨୬୨ ସଡ଼କ ପଥ ତୁଷାରପାତ ଯୋଗୁ ବନ୍ଦ ହୋଇଯାଇଛି। ଲାହୌଲ ସ୍ପିତିରେ ସର୍ବାଧିକ୧୩୯ ସଡ଼କ ପଥ ଏବଂ ୨ ଟି ଜାତୀୟ ରାଜପଥ ବନ୍ଦ ରହିଛି । ଚମ୍ବାରେ ୯୨ ଟି ଦଡ଼କ ପଥ, କୁଲୁରେ ଗୋଟିଏ ଜାତୀୟ ରାଜପଥ ସହିତ ୧୩ ଟି ଦଡ଼କ ପଥ, ଶିମଲାରେ ୧୩ଟି ସଡ଼କ ପଥ, ମଣ୍ଡିରେ ୩ ଏବଂ କାଙ୍ଗ୍ରାରେ ୨ ଦଡ଼କ ପଥ ବନ୍ଦ ରହିଛି। ତୁଷାରପାତ ଯୋଗୁ ୮୮୯ ବିଦ୍ୟୁତ ଲାଇନ (ଡିଟିଆର)ରେ ଯୋଗାଣ ବ୍ୟବସ୍ଥା ଠପ ହୋଇ ଯାଇଛି। ଚମ୍ବାରେ ସର୍ବାଧିକ ୭୯୩ ବିଦ୍ୟୁତ ଲାଇନ ବନ୍ଦ ଥିବାବେଳେ ୨୯ ଟି ଜଳ ପ୍ରକଳ୍ପ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri