Categories: Video

Silk India Expo attracts customers। ସିଲକ୍ ଇଣ୍ଡିଆ ୨୦୧୯

The 10-day long Silk India Expo 2019 organised at hotel New Marrion of Bhubaneswar started August 2. This time, it offers a large variety of fresh designs attaracting the customers.

ଭୁବନେଶ୍ବରରେ ଆରମ୍ଭ ହୋଇଛି ସିଲକ୍ ଇଣ୍ଡିଆର ବାଣିଜ୍ୟିକ ମେଳା ଯାହା ହସ୍ତ ଶିଳ୍ପି ଦ୍ବାରା ଆୟୋଜିତ ହୋଇଛି। ଏହା ୧୦ଦିନ ଧରି ଚାଲିବାକୁ ଥିବା ବେଳେ ଟ୍ରେଣ୍ଡକୁ ନଜରରେ ରଖି ନୂଆ ନୂଆ ଡିଜାଇନ୍ ଆଣିଛନ୍ତି ବ୍ୟବସାୟୀ, ଯାହା ଗ୍ରାହକଙ୍କୁ ଆକୃଷ୍ଟ କରୁଛି।