ସୁନ୍ଦରୀ ଯେତିକି, ବିବାଦୀୟ ମଧ୍ୟ ସେତିକି; ଏକଦା ଏଫଆଇଆର୍‌ ଯାଏ ପହଞ୍ଚିଥିଲା କଥା

ବମ୍ବେ: ଟେଲିପରଦାର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ୱେତା ତିଓ୍ବାରୀ ଜଣେ। ୪୦ ପାର୍‌ କରିଥିଲେ ସୁଦ୍ଧା ତାଙ୍କଠାରେ ବୟସର ଛାପ ପଡ଼ିନାହିଁ। ଏବେ ବି ସେ ପୂର୍ବଭଳି ଗ୍ଲାମରର୍ସ ଏବଂ ହଟ୍‌ ଲାଗନ୍ତି। ଅଭିନେତ୍ରୀ ନିଜର କାମ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। କେବଳ ଏତିକି ନୁହେଁ ତାଙ୍କ ବୟାନକୁ ନେଇ ମଧ୍ୟ ବିଗତ ଦିନରେ ବହୁତ ବିବାଦ ଦେଖାଯାଇଛି।

पहला विवाद - श्वेता तिवारी को अपना एक बयान काफी भारी पड़ा था. उन्होंने कहा था कि "मेरे ब्रा का साइज़ भगवान ले रहे हैं," और उनका ये वीडियो काफी वायरल हुा था. जिसका काफी विरोध किया गया था. संस्कृति बचाओ मंच के सदस्यों ने एक्ट्रेस माफी मांगने को कहा था औरस मिली जानकारी के अनुसार श्वेता के खिलाफ कानूनी कार्रवाई की मांग की थी. एक्ट्रेस के खिलाफ एफआईआर भी दर्ज की गई थी.

ଶ୍ୱେତା ଏକ ବୟାନରେ ‘ମୋ ବ୍ରା ସାଇଜ୍‌ ଭଗବାନ ନେଉଛନ୍ତି’ ବୋଲି କହିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସେ ଆଇନଜାଲରେ ଫସିଥିଲେ। ତାଙ୍କ ନାମରେ ଏଫଆଇଆର ମଧ୍ୟ କରାଯାଇଥିଲା।

दूसरा विवाद - साल 2009 में रियलिटी टीवी शो के दौरान भी श्वेता विवाद में घिर गई थीं. उस दौरान एक वीडियो वायरल हुआ था जिसमें एक्ट्रेस को बिकिनी में नहाते हुए देखा गया था. इस वीडियो के वायरल होने के बाद उन्हें लोगों की नफरत का सामना करना पड़ा था.

୨୦୦୯ରେ ଏକ ରିଆଲିଟି ଶୋ’କୁ ନେଇ ଶ୍ୱେତା ବିବାଦକୁ ଆସିଥିଲେ। ବିକିନି ପିନ୍ଧି ଗାଧୋଇବାର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଲୋକେ କଟାକ୍ଷ କରିଥିଲେ।

 तीसरा विवाद- श्वेता तिवारी का तलाक भी काफी चर्चा में रहा. एक्ट्रेस के पहले पति राजा चौधरी संग उनकी 9 साल की शादी टूटी थी. उस दौरान श्वेता तिवारी ने राजा पर दुर्व्यवहार करने का आरोप लगाया था. उस दौरान राजा ने भी उनके खिलाफ काफी कुछ कहा था.

ବିବାହ ପରେ ଛାଡ଼ପତ୍ରକୁ ନେଇ ଶ୍ୱେତା ମଧ୍ୟ ଚର୍ଚ୍ଚାରେ ରହିଥିଲେ। ତାଙ୍କ ପ୍ରଥମ ସ୍ବାମୀ ରାଜା ଚୌଧୁରୀଙ୍କ ସହ ୯ ବର୍ଷର ବିବାହ ଭାଙ୍ଗିଥିଲା। ରାଜା ଦୁର୍ବବ୍ୟହାର କରିଥିବା ଶ୍ୱେତା ଅଭିଯୋଗ କରିଥିଲେ।

 चौथा विवाद - राजा के बाद जब श्वेता ने दूसरी शादी अभिनव के साथ की तो उसका अंजाम भी अच्छा नहीं रहा. श्वेता ने अभिनव पर गंभीर आरोप लगाए और उनसे अलग होने का फैसला किया. श्वेता तिवारी को दोनों शादियों से एक-एक संतान है.

ରାଜାଙ୍କ ପରେ ଶ୍ୱେତା ଅଭିନବଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହ ମଧ୍ୟ ଭାଙ୍ଗିଥିଲା। ଉଭୟ ବିବାହରୁ ଶ୍ୱେତାଙ୍କର ଗୋଟିଏ ଲେଖାଏ ସନ୍ତାନ ରହିଛି। ଆଜି ଶ୍ୱେତା ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ହଠାତ୍‌ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ କାହିଁକି ସନ୍ନ୍ୟାସ ନେଲେ ଅରିଜିତ? ଅସଲ କାରଣ ଖୋଲି କହିଦେଲେ ଗାୟକ

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। କେହି କଳ୍ପନା କରିନଥିଲେ…

ଗୋଟିଏ ଲାଇଭ ଶୋ ପାଇଁ ନିଅନ୍ତି କୋଟି କୋଟି ଟଙ୍କା, ଅରିଜିତ ସିଂଙ୍କ ସମ୍ପତ୍ତି ମୂଲ୍ୟ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂ ଅନେକ ଫିଲ୍ମରେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଯେକୌଣସି ଗୀତକୁ କିପରି ଜୀବନ୍ତ କରିବେ ତାହା…

ଆଉ ଶୁଭିବନି ଅରିଜିତଙ୍କ ସ୍ୱର: ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଲେ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ମଙ୍ଗଳବାର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା…

ମେଟ୍ରୋରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ବରୁଣ ଧାୱନଙ୍କୁ ଜରିମାନା!

ମୁମ୍ବାଇ,୨୭।୧: ବର୍ଡର ୨କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଅଭିନେତା ବରୁଣ ଧାୱନ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ମୁମ୍ବାଇ ମେଟ୍ରୋ କୋଚରେ ତାଙ୍କର ପୁଲ୍-ଅପ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri