Posted inଖେଳ

ବିଶ୍ୱକପ୍‌ ଚାଲିଥିବାବେଳେ ସାରାଙ୍କ ସହ ପାର୍ଟି ଗଲେ ଶୁଭମନ

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲ ଆଜିକାଲି ତାଙ୍କ ବ୍ୟାଟିଂ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ସେ ଡେଟ୍‌ କରୁଛନ୍ତି। ଯଦିଓ ଉଭୟ ଆନୁଷ୍ଠାନିକ ଭାବରେ ଏହା କହିନାହାନ୍ତି, କିନ୍ତୁ ଉଭୟଙ୍କୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳୁଛି। ନିକଟରେ ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ ‘ଜିଓ ୱାଲର୍‌ଡ ପ୍ଲାଜା’ ଲଞ୍ଚ ଅବସରରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।
ମଙ୍ଗଳବାର ରାତିରେ ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ ‘ଜିଓ ୱାଲର୍‌ଡ ପ୍ଲାଜା’ ଲଞ୍ଚ କରାଯାଇଥିଲା। ଏହି ଅବସରରେ ବହୁ ବଡ ବ୍ୟକ୍ତିତ୍ୱ ସେଠାରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାରା ଏବଂ ଶୁଭମନ ‘ଜିଓ ୱାଲର୍‌ଡ ପ୍ଲାଜା’ରେ ଇଭେଣ୍ଟରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। କିନ୍ତୁ କ୍ୟାମେରାମ୍ୟାନଙ୍କ ଆଖି ପଡ଼ିବା ମାତ୍ରେ ଶୁଭମନ ସେଠାରେ ଅଟକି ଯାଆନ୍ତି। ଏହା ପରେ ଉଭୟ ଅଲଗା ଭାବରେ ବାହାରକୁ ଯାଆନ୍ତି। ଏହାପୂର୍ବରୁ ସାରା ମଧ୍ୟ ଶୁଭମନଙ୍କୁ ଚିୟର କରିବା ପାଇଁ ଷ୍ଟାଡିୟମକୁ ଆସିଥିଲେ।

 

View this post on Instagram

 

A post shared by Varinder Chawla (@varindertchawla)


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେବ ଭାରତର ତେଲ ଚିନ୍ତା: ଆସିଲା ବଡ଼ ଖୁସି ଖବର

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାଉଦି ଆରବର ଅଶୋଧିତ ତୈଳ ବହନ କରୁଥିବା ଏକ ବଡ଼ ଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ମୁମ୍ବାଇରେ ପହଞ୍ଚିଛି। ଜାହାଜଟି ହର୍ମୁଜ…

ଇରାନକୁ ଖୋଲା ଚ୍ୟାଲେଞ୍ଜ ଦେଲା ପାକିସ୍ତାନ. ଚାଇନା-ରୁଷିଆକୁ ଦେଲା ଚକ୍‌ମା!

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିଛି । ବାହାରିନ…

BCCI Awards: ଶୁଭମନ ଗିଲ୍ ହେଲେ ଶ୍ରେଷ୍ଠ କ୍ରିକେଟର, ରାହୁଲ ଦ୍ରାବିଡ…..

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ, ଭାରତୀୟ କ୍ରିକେଟ୍ ଟିମ୍ ଖୁବ୍ ଶୀଘ୍ର ସମ୍ମାନିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ରେକର୍ଡ ତୃତୀୟ…

ଗ୍ୟାସ ସଙ୍କଟ ମଧ୍ୟରେ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ, ଗୁଜବ ପ୍ରଚାରକଙ୍କ ଉପରେ….

ନୂଆଦିଲ୍ଲୀ,୧୨।୩:  ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଦେଶର ଅଧିକାଂଶ ସ୍ଥାନରେ ଗ୍ୟାସର ଅଭାବ ଦେଖାଯାଉଛି । ଏଲପିଜି ସିଲିଣ୍ଡର ପାଇଁ ଲମ୍ବା ଧାଡ଼ି ନିରନ୍ତର ଖବର ଶିରୋନାମା ପାଲଟିଛି…

‘ଶୁବମନ ଗିଲ୍‌ଙ୍କ ପାଇଁ ଟିମ ଇଣ୍ଡିଆରେ କୌଣସି ସ୍ଥାନ ନାହିଁ’, ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ବିଶ୍ୱକପ ଶେଷ ହେବା ପରେ, କ୍ରିକେଟ ବିଶେଷଜ୍ଞ ଆକାଶ ଚୋପ୍ରା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସମ୍ପର୍କରେ…

ଯୁଦ୍ଧ ପାଇଁ ହେବନାହିଁ ଆଇପିଏଲ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୨।୩: IPL ୨୦୨୬ ମାର୍ଚ୍ଚ ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଛି। BCCI ମାର୍ଚ୍ଚ ୧୧ ତାରିଖରେ ପ୍ରଥମ ୨୦ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି।…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଛାନିଆ ହେଲା ଆମେରିକା!

ନୂଆଦିଲ୍‌ଲୀ,୧୨।୩: ଭାରତୀୟ ବାୟୁସେନା ତାର ଲଢ଼ୁଆ ବିମାନ ଅଭାବକୁ ପୂରଣ କରିବା ପାଇଁ ଫ୍ରାନ୍ସ ସହିତ ୧୧୪ଟି ରାଫେଲ ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି ସ୍ୱାକ୍ଷର…

ଆଜି ୧୦୦୦ଟଙ୍କା ପାର୍‌ କଲା ସିଲିଣ୍ଡର ଦାମ୍‌, କାଲିଠୁ ଓଡ଼ିଶାରେ…

ନୂଆଦିଲ୍ଲୀ,୧୨।୩: ଯଦି ଆପଣ ଗତ କିଛି ଦିନ ଧରି ଗ୍ୟାସ ସିଲିଣ୍ଡର ବିତରଣରେ ବିଳମ୍ବ ଅନୁଭବ କରୁଛନ୍ତି କିମ୍ବା ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri