ଭୁବନେଶ୍ୱର,୧୧।୭: ଭାରତର ଦ୍ରୁତ-ଅଭିବୃଦ୍ଧିଶୀଳ ହାଇପର୍ ଭାଲ୍ୟୁ ପ୍ଲାଟ୍ଫର୍ମ ଶପ୍ସି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଦେଶର ଟିୟର-୨ ଓ ଟିୟର-୩ ଅଞ୍ଚଳଗୁଡିକରେ ମୂଲ୍ୟ ବିତରଣ କରିବାର ୨ୟ ପୂର୍ତ୍ତି ଉତ୍ସବ ପାଳନ କରିଛି। ବିଶେଷ କରି ବିଗତ ୨ ବର୍ଷରେ ୨୦୦ମିଲିୟନ ଶପ୍ସି ଆପ୍ ଡାଉନ୍ଲୋଡ୍ର ସଫଳତାକୁ ମଧ୍ୟ ଅତିକ୍ରମ କରିଛି। ସେହିଭଳି ପ୍ଲାଟ୍ଫର୍ମର ୨ୟ ବାର୍ଷିକୀକୁ ପାଳନ କରିବା ପାଇଁ ଶପ୍ସିର ମେଗା ଆନିଭର୍ସାରି ସେଲ୍ର ୨ୟ ସଂସ୍କରଣ ନିକଟରେ ଶପ୍ସି ପ୍ଲାଟ୍ଫର୍ମରେ ଲାଇଭ୍ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ଲାଟ୍ଫର୍ମ ବିକ୍ରିରେ ହୋଇଥିବା ଉତ୍ପାଦ ସଂଖ୍ୟାରେ ୨ଗୁଣ ବୃଦ୍ଧି ପରିଲକ୍ଷିତ କରିଥିଲା। ଯେଉଁଥିରୁ ମହିଳାଙ୍କର ଶାଢି, ପୁରୁଷଙ୍କ ଶାର୍ଟ ଓ କୁର୍ତ୍ତା ଆଦି ସର୍ବାଧିକ ବିକ୍ରି ହୋଇଥିବା ଉପତ୍ାଦ ଥିଲା ବୋଲି ଶପ୍ସିର ମୁଖ୍ୟ କପିଲ ଥିରାନି ମତ ପ୍ରକାଶ କରିଛନ୍ତି।
ଶେଫର୍ଡଙ୍କ ହ୍ୟାଟ୍ରିକ୍ : କୋଲ୍କାତାରେ ମ୍ୟାଚ୍ ଜିତିଲା ଓ୍ବେଷ୍ଟଇଣ୍ଡିଜ୍
କୋଲ୍କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ୩୫…
ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ କାହିଁକି ଖେଳିଲେନି ଜସପ୍ରିତ ବୁମ୍ରାହ? ନିରାଶ ହେଲେ ପ୍ରଶଂସକ
ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…
ଜଳିଗଲା କାର୍
ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍ ଜଳିଯାଇଛି। କାର୍(ନଂ.ଏମ୍ଏଚ୍୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…
ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ
ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ସହ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ମ୍ୟାଚ୍ରେ ଟସ୍ ହାରିବା ପରେ…
ଆର୍ଏସ୍ସିସି କପ୍ କ୍ରିକେଟ: ଦେଶୀ ବୟେଜ ସେମିରେ
ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍ଏସ୍ସିସି କପ…
ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…
ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…
ଟ୍ରକ ନେଲା ୨ବାଇକ୍ ଆରୋହୀଙ୍କ ଜୀନନ
କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…
T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA
ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…
Archives

