ଇନଷ୍ଟାଗ୍ରାମ ଆଇଡିରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଶାମିଙ୍କ ସ୍ତ୍ରୀ, ମୁମ୍ବାଇ ଇଣ୍ଡିଆନ୍ସ ଦିଏ ଏତେ ଟଙ୍କା…

ନୂଆଦିଲ୍ଲୀ,୧୩।୩: IPL 2024 କୁ ଆଉ କିଛିଦିନ ବାକି ଅଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ନଜର ଆସିବେନି ମହମ୍ମଦ ଶାମି। ତାଙ୍କ ଆଣ୍ଠୁରେ ସର୍ଜରୀ ଯୋଗୁ ସେ ଚଳିତ ବର୍ଷ ଆଇପିଏଲ ୨୦୨୪ରୁ ବାଦ୍‌ ପଡିବେ। କିନ୍ତୁ ତାଙ୍କୁ ଏହି ଲିଗ୍‌ରେ ମିଳିବାକୁ ଥିବା ପୁରା ଦରମା ଦିଆଯିବ। ଅନ୍ୟପଟେ ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କର ମଧ୍ୟ ଭଲ ରୋଜଗାର ହେବ।

ଶାମିଙ୍କର ଆଇପିଏଲ ଦରମା ୬.୨୫କୋଟି ଟଙ୍କା। ହେଲେ ସେ ସିଜିନ୍‌ରେ ନ ଖେଳିଲେ ମଧ୍ୟ ତାଙ୍କୁ ପୁରା ଟଙ୍କା ମିଳିବ। କହିରଖୁଛୁ କି, ଶାମିଙ୍କୁ ବିବାହ କରିବା ପୂର୍ବରୁ ହସିନ ଜାହାନ ଚିଅର ଲିଡର ଭାବେ କାମ କରୁଥିଲେ। ଯଦି ଏଥର ବି ସେ ଚିଅର ଲିଡର ଭାବେ କାମ କରନ୍ତି ତେବେ ସେ ମୋଟା ଅଙ୍କର ଟଙ୍କା ରୋଜଗାର କରିବେ। ଆଇପିଏଲରେ ଚିଅର ଲିଡର ବ୍ୟତୀତ ହସିନ ମଡେଲିଂ କାମ ମଧ୍ୟ କରନ୍ତି ।

Mohammed shami wife hasin jahan instagram viral photo

ମିଡିଆ ରିପୋର୍ଟ ଅନୁସାରେ, ପ୍ରତି ମ୍ୟାଚ ହିସାବରେ ଚିଅର ଲିଡରଙ୍କୁ ଟଙ୍କା ମିଳେ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ତାଙ୍କୁ ପ୍ରତି ମ୍ୟାଚ ପିଛା ୧୪ ହଜାରରୁ ୧୭ ହଜାର ଟଙ୍କା ମିଳିବ । ଇନଷ୍ଟାଗ୍ରାମରୁ ମଧ୍ୟ ହସିନଙ୍କର ରୋଜଗାର ହୁଏ । ଯଦି ଶାମିଙ୍କ ସ୍ତ୍ରୀ ହସିନଙ୍କ ଆୟ ବାବଦରେ ଆଲୋଚନା କରାଯାଏ, ତେବେ ପବ୍ଲିକ ବାୟୋଗ୍ରାଫିରୁ ମିଳିଥିବା ସୂଚନାନୁସାରେ ହସିନଙ୍କ ନେଟୱର୍ଥ ପ୍ରାୟ ୨ରୁ ୩ କୋଟି ଟଙ୍କା । କ୍ରିକଫେକ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, ଚେନ୍ନାଇ ସୁପରକିଙ୍ଗସ, ପଞ୍ଜାବ କିଙ୍ଗସ୍‌, ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ ଭଳି ଟିମ ଚିଅର ଲିଡରଙ୍କୁ ପ୍ରତି ମ୍ୟାଚ ପିଛା ୧୨ ହଜାର ଟଙ୍କାରୁ ଅଧିକ ଦେଇଥାଏ । ଯେତେବେଳେ କି ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ଭଳି ଟିମ ଚିଅର ଲିଡରଙ୍କୁ ୨୦ ହଜାର ଟଙ୍କା ଦେଇଥାଏ । ସବୁଠୁ ଅଧିକ ଟଙ୍କା କୋଲକତା ନାଇଟ ରାଇର୍ଡସ ଦେଇଥାଏ । ପ୍ରତି ମ୍ୟାଚ ପିଛା ୨୪,୦୦୦ଟଙ୍କା ମିଳିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri