ଜର୍ସି ଫ୍ଲପ୍‌ ହେବା ଦେଇଥିଲା ଦୁଃଖ

ବମ୍ବେ: ଫିଲ୍ମ ‘କବିର ସିଂ’ର ସଫଳତା ପରେ ଆଉ ଏକ ସୁପରହିଟ୍‌ ଦକ୍ଷିିଣ ଭାରତୀୟ ଫିଲ୍ମ ‘ଜର୍ସି’ରେ ଅଭିନୟ କରିବାକୁ ବାଛିଥିଲେ ଅଭିନେତା ଶାହିଦ କପୁର। ଏହା ମଧ୍ୟ ହିଟ୍‌ ହେବ ବୋଲି ଆଶା କରାଯାଉଥିଲା। ହେଲେ କରୋନା ମହାମାରୀ ଯୋଗୁ ଫିଲ୍ମର ରିଲିଜ ଡେଟ୍‌ରେ ଚାରି ଥର ପରିବର୍ତ୍ତନ ହୋଇଥିଲା। ରିଲିଜ ପରେ ଏହା ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଦର୍ଶକେ ଫିଲ୍ମ ଦେଖିବାକୁ ସିନେମାଘରକୁ ଯାଇ ନ ଥିଲେ। ଏହାକୁ ନେଇ ଶାହିଦ ଭାଙ୍ଗି ପଡ଼ିଥିବା ନେଇ ଫିଲ୍ମ ରିଲିଜର ଏକ ବର୍ଷ ପରେ କହିଛନ୍ତି।

Share