ମନର କଥା ବଖାଣିଲେ ସାମନ୍ଥା: କେବଳ ରାଜ୍‌ଙ୍କ ପାଇଁ…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜିକାଲି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ସ୍ବାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହ ସେ ହନିମୁନ୍‌ରୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ହୃଦୟର କଥା କହିଛନ୍ତି ସାମନ୍ଥା। ପୂର୍ବତନ ସ୍ବାମୀ ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବାପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ସାମନ୍ଥା। ଏହି ସମୟରେ ରାଜ ତାଙ୍କୁ ସମ୍ଭାଳିଥିଲେ। ରାଜଙ୍କ ସହ ବନ୍ଧୁତା ଏବଂ ପ୍ରେମ ତାଙ୍କୁ ପୁଣି ଥରେ ପ୍ରେମରେ ବିଶ୍ୱାସ କରିବାକୁ ଶିଖାଇଥିଲା। ସାମନ୍ଥା କୁହନ୍ତି, ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି। ସେତେବେଳେ ମୁଁ ଭାବି ନଥିଲି ଯେ ମୁଁ ଆଉ କେବେ କାହାକୁ ବିଶ୍ୱାସ କରିପାରିବି। କିନ୍ତୁ ଆଜି ମୁଁ ଗର୍ବିତ ଯେ, ରାଜ ମୋ ଜୀବନରେ ଅଛନ୍ତି।
ଏବଂ ନାଗା ଚୈତନ୍ୟ ୨୦୧୭ରେ ଭବ୍ୟ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ ସେମାନେ ୨୦୨୧ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ନାଗା ଚୈତନ୍ୟ ପରେ ୨୦୨୪ ମସିହାରେ ସୋଭିତା ଧୂଲିପାଲାଙ୍କୁ ବିବାହ କରିଥିଲେ। ଡିସେମ୍ବର ୧, ୨୦୨୫ ରେ ସାମନ୍ଥା ଏବଂ ରାଜ କୋଏମ୍ବାଟୁରରେ ବିବାହ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ମାଓବାଦୀ ଲେଖିଲେ ଚିଠି, ଏହି ଦିନ କରିବୁ ଆତ୍ମସମର୍ପଣ…

ରାୟପୁର,୨୪।୨: ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡ଼ିଶାର କେତେକ ମାଓବାଦୀ ସଂଗଠନ ଚିଠି ଲେଖିଛନ୍ତି। ଚିଠିରେ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି।…

ରାଜ୍ୟ ସଭା ନିର୍ବାଚନ: କୋରାପୁଟକୁ ଗୋଟେ ଯାଇପାରେ

ରାୟଗଡ଼ା,୨୪।୨(ଆଶିଷ ରଞ୍ଜନ ପଣ୍ଡା): ଡ଼ିଶାର ୪ ଜଣ ରାଜ୍ୟ ସଭା ସଦସ୍ୟ ମମତା ମହନ୍ତ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ୍‌ ଏବଂ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ…

ଚତୁର୍ଥୀ ରାତିରେ ସ୍ତ୍ରୀଙ୍କଠାରୁ ଏମିତି କଥା ଶୁଣି ସ୍ବାମୀଙ୍କ ଉଡିଗଲା ହୋସ୍‌, ସାରା ଗାଁରେ ବ୍ୟାପିଗଲା ଏହି ଖବର

ଲକ୍ଷ୍ନୌ,୨୪।୨: ଉତ୍ତର ପ୍ରଦେଶର ହମିରପୁର ଜିଲାର ଗୋହାଣ୍ଡ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ଗୋହାଣ୍ଡ ସହର ଛାଡି ରାଠରେ ପହଞ୍ଚିଥିବା କନ୍ୟା…

ଗୃହ ବାହାରେ କହିଲେ, ରେକର୍ଡରୁ କାଟିଦେଲେ: ସାଂଘାତିକ ଅଭିଯୋଗ ଆଣିଲେ ବିଧାୟକ

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶର ଷଷ୍ଠ ଦିନ ଗୃହ କାର୍ଯ୍ୟ ବନ୍ଦ ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାହାରକୁ ବାହାରି…

ଭୟଭୀତ କରି ଶାରୀରିକ ସମ୍ପର୍କ ରଖୁଥିଲେ ଗ୍ରାମର ୪ ଯୁବକ, ଚିକିତ୍ସା ପରେ ଜଣାପଡିଲା ଯୁବତୀ ଗର୍ଭବତୀ

ଭୁବନ, ୨୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଧଳପଡା ଗ୍ରାମର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ୪ ଜଣ ଗଣବଳାତ୍କାର କରିଥିବା ଯୁବତୀଜଣଙ୍କ…

ପିଲାଙ୍କୁ ମୋବାଇଲଠାରୁ ଦୂରେଇ ରଖିବାକୁ ପ୍ରସ୍ତୁତ ହେଲେଣି ସରକାର, ଲାଗୁ ହେବ ନୂଆ ନିୟମ!

ପାଟନା,୨୪।୨: ପିଲାମାନଙ୍କର ବର୍ଦ୍ଧିତ ସ୍କ୍ରିନ ଟାଇମ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଂସ୍ପର୍ଶର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ବିହାର ସରକାର ଏକ ନୀତି ପ୍ରସ୍ତୁତ…

ଜୁନାଗଡ଼ ସହରରେ ଅବକାରୀ ଚଢ଼ାଉ, ବିପୁଳ ନକଲି ବିଦେଶୀ ମଦ ସହ ୨ ଗିରଫ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri