ଦୁବାଇରେ ଅଛନ୍ତି ସଲମାନ ଖାନ୍‌ଙ୍କ ସ୍ତ୍ରୀ, ୧୭ ବର୍ଷର ଝିଅ!

ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ସେ କେବେ ବିବାହ କରିବେ ତାକୁ ନେଇ ମଧ୍ୟ ଅନେକ ଆଲୋଚନା ହୁଏ। ନିକଟରେ ତାଙ୍କୁ ଜଣେ ୟୁଜର୍ସ ବିବାହକୁ ନେଇ ଟ୍ରୋଲ କରିଛନ୍ତି। ତାଙ୍କ ଭାଇ ଅରବାଜ ଖାନଙ୍କ ଶୋ’ ‘ପିଞ୍ଚ’ର ଦ୍ୱିତୀୟ ସିଜିନର ପ୍ରିମିୟରରେ ପହଞ୍ଚିଥିଲେ। ଜୁଲାଇ ୨୧ରୁ ଏହି ଶୋ’ର ପ୍ରଥମ ଅତିଥି ହେଉଛନ୍ତି ତାଙ୍କ ବଡ଼ ଭାଇ ସଲମାନ ଖାନ। ଏହି ଶୋ’ର ଫର୍ମାଟ ଅନୁଯାୟୀ, ଲୋକଙ୍କ ଟୁଇଟ୍‌ର ଉତ୍ତର ଅତିଥିଙ୍କୁ ଦେବାକୁ ପଡିବ। ସେହି ଅନୁସାେରେ ଜଟେ ୟୁଜର୍ସ ଟୁଇଟ୍‌ କରିଥିଲେ ଯେ, ସଲମାନ ଗୁପ୍ତ ବିବାହ କରିଛନ୍ତି। ତାଙ୍କ ପରିବାର ଦୁବାଇରେ ରହୁଛନ୍ତି। ଦୁବାଇରେ ତାଙ୍କ ସ୍ତ୍ରୀ ନୁର୍‌ ଏବଂ ୧୭ ବର୍ଷର ଝିଅ ରହୁଛନ୍ତି। ପ୍ରଥମେ ସଲମାନ ଏଥିରେ ଆଶ୍ଚର୍ଯ୍ୟ ହୋଇଥିଲେ। ତା’ପରେ କହିଥିଲେ ଏହା କାହା ପାଇଁ?
ଏହାପରେ ଅରବାଜ ତାଙ୍କୁ ନିଶ୍ଚିତ କରିଥିଲେ ଯେ ଏହି ମନ୍ତବ୍ୟ ତାଙ୍କ ଉପରେ ଅଛି, ସଲମାନ ହିନ୍ଦୀରେ କହିଥିଲେ ଯେ, ଏହି ଲୋକମାନେ ବହୁତ କିଛି ଜାଣନ୍ତି। ଏସବୁ ଭୁଲ୍‌ କଥା। ମୁଁ ଜାଣେ ନାହିଁ, ସେ କାହା ବିଷୟରେ କହୁଛନ୍ତି ଏବଂ କେଉଁଠାରେ ପୋଷ୍ଟ କରିଛନ୍ତି। ଯିଏ ଏହା, ଭାବୁଛି ମୁଁ ତାଙ୍କୁ ଉତ୍ତର ଦେବାକୁ ଯାଉଛି। ଭାଇ ମୋର କୌଣସି ପତ୍ନୀ ନାହ। ମୁଁ ଭାରତରେ ରହେ, ୯ ବର୍ଷ ବୟସରୁ ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଛି। ମୁଁ ଏହି ବ୍ୟକ୍ତିଙ୍କୁ ଉତ୍ତର ଦେବାକୁ ଚାହୁଁ ନାହିଁ, ମୁଁ କେଉଁଠାରେ ରହେ ତାହା ସମଗ୍ର ଭାରତ ଜାଣେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri