Categories: Video

ବେସାହାରା ହେଉଛନ୍ତି ସାହାରା ଜମାକାରୀ

୩୦ ରୁ ୩୫ ଲକ୍ଷ ଟଙ୍କା ଜମା ମ୍ୟାଚୁରୁଟି ହେଲାଣି । ଟଙ୍କା ମିଳୁନାହିଁ । ଖାଲି ତାରିଖ ପରେ ତାରିଖ ମିଳୁଛି । ତୁରନ୍ତ ଆମ ଟଙ୍କା ମ୍ୟାଚୁରୁଟି ସହ ଫେରାଇ ଦିଆଯାଉ । ଟଙ୍କା ଫେରି ପାଇବାକୁ ଗାନ୍ଧୀ ମାର୍ଗରେ ଧାରଣା ଦେଲେ ଜମାକାରୀ