Posted inVideo

କଏଦୀ ପାଇଁ ଖର୍ଚ୍ଚ ୯୩ କୋଟି

Featured Video Play Icon

କ୍ୟୁବାରେ ଏକ ଏମିତି ଜେଲ ରହିଛି । ଯାହାର ଖର୍ଚ୍ଚ ଆଉ ବ୍ୟବସ୍ଥା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ମନ ବି ଆପଣଙ୍କୁ ପ୍ରଶ୍ନ ପଚାରିବ ସତରେ କଣ ଜେଲ ଭିତରେ ରହିଛି ଏମିତି ଅତ୍ୟାଧୁନିକ ସୁବିଧା । କ୍ୟୁବାର ଗ୍ୱାନାଟାନାମୋ ବେ କୂଳରେ ଅବସ୍ଥିତ ଗ୍ୱାନାଟାନାମୋ ବେ ଜେଲ । ଯେଉଁ ଜେଲରେ ଗୋଟିଏ କଏଦୀ ପାଇଁ ବର୍ଷକୁ ଖର୍ଚ୍ଚ ହୋଇଥାଏ ପାଖାପଖି ୯୩ କୋଟିରୁ ଅଧିକ ଟଙ୍କା । ଏହି ଜେଲରେ ପାଖାପାଖି ୪୦ ଜଣ କଏଦୀ ବନ୍ଦୀ ଭାବରେ ରହିଛନ୍ତି । ଆଉ ଏହି ୪୦ ଜଣ କଏଦୀଙ୍କୁ ଜଗିବା ପାଇଁ ଏଠାରେ ନିୟୋଜିତ ହୋଇଛନ୍ତି ୧୮୦୦ ସୁରକ୍ଷା କର୍ମୀ । ଅର୍ଥାତ ମାତ୍ର ଜଣେ କଏଦୀକୁ ଜଗିବା ପାଇଁ ୪୫ ଜଣ ସୈନିକ ପ୍ରହରା ଦେଉଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ସୈନିକଙ୍କ ପାଇଁ ବର୍ଷକୁ ଖର୍ଚ୍ଚ ହୋଇଥାଏ ୩ ହଜାର ୯୦୦ କୋଟି ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଏକ ସେମିନାରରେ ଯୋଗ ଦେବାକୁ ବିମାନରେ ମଧ୍ୟରାତ୍ରରେ ରାୟପୁର ଯାତ୍ରା କରୁଥିଲେ କଟକ ଏସସିବି ମେଡିକାଲ ସର୍ଜରୀ ବିଭାଗର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ । ସେହି...

Featured Video Play Icon

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଗତକାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଏଡିସିପି...

Featured Video Play Icon

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ଆଜିଠାରୁ ଖୋଲା ପେଟ୍ରୋଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଓଡ଼ିଶାରେ ପେଟ୍ରୋଲ ପମ୍ପରୁ ବୋତଲ କିମ୍ବା ଅନ୍ୟ କୌଣସି ଜାରରେ ଗ୍ରାହକ ପେଟ୍ରୋଲ ଆଣିପାରିବେ ନାହିଁ...

Featured Video Play Icon

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ଏମିତି ମନ୍ଦିର, ଯେଉଁଠି ଭକ୍ତ ଲେଖିଥିବା ଚିଠି ପଢନ୍ତି ମା ହସନମ୍ବା । ଚିଠିରେ ମନସ୍କାମନା ଲେଖିଲେ ପୂରଣ ହୁଏ ଇଚ୍ଛା ।

Featured Video Play Icon

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ଶେଷ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Featured Video Play Icon

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ | Suna Besha 2025

Featured Video Play Icon

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରାର ସିଧାପ୍ରସାରଣ | Bahuda Yatra 2025  Live  From Puri, Odisha

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri