ରାଉରକେଲା,୧୦।୧୦: CBI ଜାଲରେ ପଡିଛନ୍ତି ବନ୍ଧମୁଣ୍ଡା ଅଞ୍ଚଳର RPF ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ RPF ହାବିଲଦାର ମହମ୍ମଦ ଇଜହାର୍ଙ୍କୁ CBI ଅଧିକାରୀମାନେ କାବୁ କରି ନେଇଥିଲେ।
ମିଳିଥିବା ସୂଚନା ମୁତାବକ, ଜରି, ବୋତଲ ଗୋଟାଳିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ CBI ଅଧିକାରୀ RPF ହାବିଲଦାରଙ୍କୁ ମାଡ଼ି ବସିଥିଲେ। ଅନ୍ୟପକ୍ଷେ CBI ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Dharitri – Odisha’s No.1 Odia Daily


