Posted inଫୁରସତ

ମୁକେଶ ଅମ୍ବାନୀ, ରତନ ଟାଟା,ଏଲନ୍‌ ମସ୍କଙ୍କୁ ବି ଧନରେ ପଛରେ ପକାଇ ଦେବେ ଏହି ମହିଳା

ଧନୀମାନଙ୍କ ନାଁ ଯଦି ସାମ୍ନାକୁ ଆସେ ତେବେ ଏଲନ୍‌ ମସ୍କ, ଜେଫ୍‌ ବେଜୋସ, ମୁକେଶ ଅମ୍ବାନୀ, ରତନ ଟାଟାଙ୍କ ନାଁ ପ୍ରଥମେ ଆସେ। ମାତ୍ର ଆଶ୍ଚର୍ଯ୍ୟର କଥା ଜଣେ ମହିଳା ଅଛନ୍ତି, ଯିଏ କି ବିଶ୍ୱର ଏହି ବଡ଼ବଡ଼ ଧନୀଙ୍କୁ ପଛରେ ପକାଇ ଦେଇଛନ୍ତି।

ଟାଙ୍ଗ ରାଜବଂଶ ସମୟରେ ରାଜତ୍ୱ କରୁଥିବା ଏମ୍ପ୍ରେସ ଓ୍ବୁ। ବିଶ୍ୱର ସବୁଠାରୁ ଧନୀ ମହିଳା ଭାବେ ପରିଗଣିତ ହୋଇଛନ୍ତି। ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୧୬ ଲକ୍ଷ କୋଟି। ଏହି ସଂଖ୍ୟା ଆଜିର ଶ୍ରେଷ୍ଠ ଟ୍ରିଲିନେୟାରଙ୍କ ସମ୍ପତ୍ତିକୁ ଟପିଯାଇଛି। ଫଳରେ ମସ୍କ, ଅମ୍ବାନୀ, ବେଜୋସ, ଆଦାନୀ ଏବଂ ରତନ ଟାଟା ପଛରେ ପଡ଼ିଯାଇଛନ୍ତି।
ତେବେ ମସ୍କଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୨୯ ବିଲିୟନ ଡଲାର, ବେଜୋସଙ୍କର ୧୭୪ ବିଲିୟିନ ଡଲାର ଏବଂ ଅମ୍ବାନୀ ୧୦୬.୨ ବିଲିୟନ ଡଲାରରେ ରହିଛି।

ଐତିହାସିକମାନେ ଏମ୍ପ୍ରେସ ୱୁଙ୍କୁ ଜଣେ ଚମତ୍କାରୀ ଏବଂ ଶକ୍ତିଶାଳୀ ଶାସକ ଭାବରେ ବର୍ଣ୍ଣନା କରିଥାନ୍ତି। ଯିଏକି ତାଙ୍କର ଆଧିପତ୍ୟ ବଜାୟ ରଖିବା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ କରିଥିଲେ। ତାଙ୍କର ଶାସନ ପ୍ରାୟ ୧୫ ବର୍ଷ ଧରି ଚାଲିଥିଲା। ଚାଇନା ସାମ୍ରାଜ୍ୟ ମଧ୍ୟ ଏସିଆରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା।

ଚା’ ଏବଂ ରେଶମ ବାଣିଜ୍ୟରେ ଯଥେଷ୍ଟ ଅଭିବୃଦ୍ଧି ସହିତ ତାଙ୍କ ନେତୃତ୍ୱରେ ଚାଇନାର ଅର୍ଥନୀତି ବୃଦ୍ଧି ପାଇଥିଲା। ତାଙ୍କ ଶାସନ କାଳରେ ଏହି ଅର୍ଥନୈତିକ ଅଭିବୃଦ୍ଧି ଭଲ ଭାବରେ ଦଲିଲ୍‌ଭୁକ୍ତ ହୋଇଛି, ଯାହା ଚାଇନାର ସମୃଦ୍ଧତା ଉପରେ ଏହାର ପ୍ରଭାବକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri