Posted inଫୁରସତ

ଏହି ଗାଁର ସମସ୍ତ ପରିବାର ଧନୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ଦରମା ଜାଣିଲେ…

ସାଧାରଣତଃ ସହର ବଜାରର ଲୋକେ ଚାକିରିଆ ଆଉ ଏମାନଙ୍କ ଦରମା ଅଧିକ ହୋଇଥାଏ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ଗାଁରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ଷିକ ଆୟ ଲକ୍ଷାଧିକ ଟଙ୍କା।

ଏହି ଗାଁକୁ ବିଶ୍ୱର ସବୁଠାରୁ ଧନୀ ଗାଁ କୁହାଯାଏ। ଏହା ଏକ କୃଷି ଗ୍ରାମ, ଅଥର୍ର୍ାତ୍‌ ଏଠାରେ ଥିବା ଲୋକମାନେ ମୁଖ୍ୟତଃ କୃଷି ସହିତ ଜଡ଼ିତ। ଏପରିକି ଏହି ଗାଁରେ ରହୁଥିବା ଲୋକଙ୍କ ଘର, ଜୀବନଶୈଳୀ ଜାଣିଲେ ବଡ଼ବଡ଼ ସହରରେ ରହୁଥିବା ଲୋକମାନେ ମଧ୍ୟ ଈର୍ଷା କରିବେ। ଏମିତି ଏକ ଗାଁ ହେଉଛି ଚାଇନାର ଜିଆଙ୍ଗିନ ସହର ନିକଟରେ ଅବସ୍ଥିତ ହୁଆଜି। ଏହି ଗାଁରେ ରହୁଥିବା ସମସ୍ତ
ବ୍ୟକ୍ତି ଧନୀ ଅଟନ୍ତି।

ହୁଆଜି ଗାଁ ଏକ କୃଷି ପ୍ରଧାନ ଗ୍ରାମ। ଏଠାରେ ବାସ କରୁଥିବା ଲୋକମାନେ କୃଷି କାର୍ଯ୍ୟରେ ଜୀବନ ବିତାନ୍ତି। କିନ୍ତୁ ଗାଁର ଚାଷୀମାନେ ଏପରି ଏକ ପନ୍ଥା ଆପଣାଇଛନ୍ତି, ଯେଉଁଥିପାଇଁ ଆଜି ଏହି ଗାଁ ଦୁନିଆର ସବୁଠାରୁ ଧନୀ ଗ୍ରାମ ମଧ୍ୟରେ ଗଣନା କରାଯାଉଛି। ଏହି ଗାଁରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି। ଖାଲି ଏତିକି ନୁହେଁ, ପ୍ରତ୍ୟେକ ବ୍ୟକ୍ତିଙ୍କର ସେମାନଙ୍କର ମହଙ୍ଗା କାର୍‌ ଅଛି। ଗାଁରେ ପକ୍କା ରାସ୍ତା ଏବଂ ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ରହିଛି।

ଯେତେବେଳେ ଏହି ଗାଁ ପ୍ରତିଷ୍ଠା ହେଲା ସେତେବେଳେ ପରିସ୍ଥିତି ଆଜି ପରି ନ ଥିଲା। ଏହି ଗାଁ ୧୯୬୧ରେ ସ୍ଥାପନ କରାଯାଇଥିଲା। ତା’ପରେ ଏହି ଗାଁଟି ଅତ୍ୟନ୍ତ ଖରାପ ଥିଲା ଏବଂ ଏଠାରେ କୃଷିର ଅବସ୍ଥା ନ କହିବା ମଧ୍ୟ ଭଲ। କିନ୍ତୁ ଏହା ପରେ ଗାଁରେ କମ୍ୟୁନିଷ୍ଟ ପାର୍ଟି ସଙ୍ଗଠନ ଗଠନ କରାଯାଇଥିଲା। ଏହାର ସଭାପତି ଓ୍ବୁ ରେନ୍‌ଓ୍ବାଓ ଗାଁର ଚିତ୍ର ବଦଳାଇଲେ। ଏଠାରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜମିରେ ଚାଷ କରିବା ପରିବର୍ତ୍ତେ ଗ୍ରୁପ୍‌ ହୋଇ ଚାଷ କାମ ଆରମ୍ଭ କଲେ। ସାମୁହିକ ଚାଷ ଯୋଗୁ ଲୋକଙ୍କ ଭବିଷ୍ୟତ ଏପରି ଭାବରେ ବଦଳିଛି। ଯେଉଁଥିପାଇଁ ଆଜି ସମସ୍ତେ କୋଟିପତି ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri