ଖବରଦାତା ସୁଶାନ୍ତ ମଲ୍ଲିକ ପାଇବେ ‘ଓଡ଼ିଶାରତ୍ନ ଆଓ୍ବାର୍ଡ ୨୦୨୫’

କର୍ଲାମୁଣ୍ଡା,୨୩।୧୧ (ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାହିତି୍ୟକ ସୁଶାନ୍ତ ମଲ୍ଲିକ “ଓଡ଼ିଶା ରତ୍ନ ଆଓ୍ବାର୍ଡ” ରେ ସମ୍ବର୍ଦ୍ଧିତ ହେବେ I ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଭାଗିତାରେ ଓଡ଼ିଶାର କଲ୍ଚରାଲ ଆର୍ଟ ଏକାଡେମୀ ଓ ମୁର୍ଚ୍ଛନା ଓଡ଼ିଶା ପକ୍ଷରୁ ନାମ ଘୋଷଣା କରାଯାଇଛି। ଆସନ୍ତା ୨୫ ତାରିଖ ମଙ୍ଗଳବାର ହେବାକୁ ଥିବା ଓଡ଼ିଶା ସରକାର ତରଫରୁ ଜାତୀୟସ୍ତରୀୟ ଶରତ ମହୋତ୍ସବ ରେ ଓଡ଼ିଶା ସରକାର ତରଫରୁ ଏକ ବିଜ୍ଞପ୍ତି ନିମନ୍ତ୍ରଣ ପତ୍ରରେ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପରିଚାଳକ ବସନ୍ତ କୁମାର ଦାଶ ସୂଚନା ଦେଇଛନ୍ତି l ସୁଶାନ୍ତ ଜଣେ କବି, ଗାଳ୍ପିକ, ତଥା ୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶ୍ରୀଜଗନ୍ନାଥ କଳା ସଂସ୍କୃତି ସଂଙ୍କିର୍ତ୍ତନ ସେବା ବିକାଶ ପରିଷଦ ଜିଲ୍ଲା ସଭାପତି, ବିଶହିନ୍ଦୁ ପରିଷଦ ବଜରଙ୍ଗ ଦଳ ବ୍ଲକ ପ୍ରମୁଖରେ ଯୁବ ସାମ୍ବାଦିକ ମଲ୍ଲିକ ବିଭିନ୍ନ ଦାୟିତ୍ୱରେ ଜଡିତ ଅଛନ୍ତି। ଏହାଛଡ଼ା ବିଭିନ୍ନ ଗଣମାଧ୍ୟମ ସହିତ ଓତଃପ୍ରୋତଭାବେ ଜଡ଼ିତ ବହୁ ସାଂସ୍କୃତିକ ସାମାଜିକ ସଂସ୍ଥା, ସଂଶ୍ଲିଷ୍ଟ ଲେଖକ, ସୃଜନାତ୍ମକ ପ୍ରଗତିଶୀଳ ଗାୟକ, କବିତା, ସାହିତ୍ୟ ଲେଖକ ଯୁବ ସଂଗଠକ ଆଗ୍ରହ ରଖିଥିବା ଏବଂ ପୂର୍ବ ନବୀନ ସରକାରରେ ହୋଇଥିବା ରାଜ୍ୟ ସ୍ତରୀୟ ଉତ୍ସବରେ ମଧ୍ୟ ପଲ୍ଲୀଭାରତ ସମ୍ମାନ, ସ୍କୋପ ଓଡ଼ିଶା, ଅଷ୍ଟଭୁଜା ସାହିତ୍ୟ ଅନୁଷ୍ଠାନ ପୁରୀ ଆଦିରେ ସମ୍ମାନୀତ ହୋଇଛନ୍ତି। ଏବେ ଆସନ୍ତା ୨୫ ତାରିଖରେ ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟସ୍ତରୀୟ ଶରତ ମହୋତ୍ସବରେ ସୁଶାନ୍ତ ମଲ୍ଲିକ ଓଡ଼ିଶା ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri