‘ରିଲାଏନ୍ସ ଜୁଏଲ୍‌ସ ଡ୍ରିମ୍‌ ଡାଇମଣ୍ଡ ସେଲ୍‌’

ନୂଆଦିଲ୍ଲୀ,୨୦।୧:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ନିକଟରେ ‘ରିଲାଏନ୍ସ ଜୁଏଲ୍‌ସ ଡ୍ରିମ୍‌ ଡାଏମଣ୍ଡ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ଶପିଂ ଅନୁଭବ ପ୍ରଦାନ କରାଇବା ପାଇଁ ଆକର୍ଷଣୀୟ ଡିଜାଇନ, ୟୁନିକ୍‌ କଲେକ୍‌ସନ ଓ ଆହୁରି ଅନେକ କିଛି ଆକର୍ଷଣୀୟ ଅଫର ମଧ୍ୟ ଉପଲବ୍ଧ। ବିଶେଷକରି ଉକ୍ତ ଡାଇମଣ୍ଡ ସେଲ୍‌ରେ ବ୍ୟାପକ କଲେକସନ ଯଥା ନେକ୍‌ଲେସ୍‌ ସେଟ୍‌, ପେଣ୍ଡାଣ୍ଟ ସେଟ୍‌, ଚୁଡ଼ି, ବ୍ରେସ୍‌ଲେଟ୍‌, ରିଙ୍ଗ୍‌ ଓ ଆହୁରି ଅନେକ ଆକର୍ଷଣୀୟ ଡିଜାଇନ ପ୍ରଦର୍ଶିତ କରିଥାଏ, ଯାହା ଆପଣଙ୍କର ସ୍ବତନ୍ତ୍ର ଅବସରକୁ ଆହୁରି ସ୍ମରଣୀୟ କରିଥାଏ। ସେହିଭଳି ଏହି ସେଲ୍‌ ଅବସରରେ ଡାଇମଣ୍ଡ ମୂଲ୍ୟର ୨୫% ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି ରହିଛି। ଏହି ଅଫର ଚଳିତ ବର୍ଷ ୧୪ ଫେବୃୟାରୀ ପର୍ଯ୍ୟନ୍ତ ବୈଧ ରହିଛି। ସର୍ତ୍ତ ଓ ନିୟମାବଳୀ ଲାଗୁ ହେବ। ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନୀଲ୍‌ ନାୟକ କହିଛନ୍ତି, ଆମର ଡାଇମଣ୍ଡ ଜୁଏଲେରି କଲେକ୍‌ସନ ହେଉଛି ଏକ ସ୍ବତନ୍ତ୍ର କଳାକୃତିର ଡିଜାଇନ। ଏହି ଜୁଏଲେରି ପିସ୍‌ଗୁଡ଼ିକୁ ବହୁତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥାଏ। ଏହାଦ୍ୱାରା ପ୍ରତ୍ୟେକ ପିସ୍‌ ଯେପରି ଏକ ଟାଇମଲେସ୍‌ ମାଷ୍ଟରପିସ୍‌ ହେବ ତାହାକୁ ସୁନିଶ୍ଚିତ କରାଯାଇପାରିବ। ଏହା ସୌନ୍ଦର୍ଯ୍ୟ, ଲକ୍‌ଜୁରି ଓ ଚିରନ୍ତନ ପ୍ରେମର ଏକ ନିଦର୍ଶନ। ଡାଇମଣ୍ଡ ଜୁଏଲେରି ହେଉଛି ସୌନ୍ଦର୍ଯ୍ୟ ଓ ଉତ୍କୃଷ୍ଟ କଳାକୃତିର ଏକ ଅତୁଳନୀୟ ସମାହାର। ରିଲାଏନ୍ସ ଜୁଏଲ୍‌ସର ଡାଇମଣ୍ଡ କଲେକ୍‌ସନ ସହିତ ଆମେ ଆମର ଗ୍ରାହକମାନଙ୍କୁ ଆକର୍ଷଣୀୟ ଡିଜାଇନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥାଉ, ଯାହାକୁ ଆପଣ ସାରା ଜୀବନ ନିଜ ପାଖରେ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri