୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଗୁଲାର ଟ୍ରେନ ବାତିଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୦ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ କରୋନା କଟକଣା ପାଇଁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ରେଗୁଲାର ଟ୍ରେନ ଚଳାଚଳ ବନ୍ଦ ରହିବ। ଏହି ଟ୍ରେନଗୁଡିକର ଟାଇମ ଟେବୁଲକୁ ପରିବର୍ତ୍ତନ କରାଯିବା ସହ ପାସେଞ୍ଜର, ଏକ୍ସପ୍ରେସ ଏବଂ ଯାତ୍ରୀବାହୀ ଓ ସହରତଳି ଟ୍ରେନ୍‌ ସେବାକୁ ବନ୍ଦ ରଖିବା ପାଇଁ ଗୁରୁବାର ରେଲଓ୍ବେ ବୋର୍ଡ ସୂଚନା ଦେଇଛି। ପରିସ୍ଥିତିର ଗଭୀରତାକୁ ନଜରରେ ରଖି ବୋର୍ଡ ଏହି ନିଷ୍ପତ୍ତି ନେଇଥିବା କହିଛି। ସେହିପରି ଜୁଲାଇ ୧ ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୁକିଙ୍ଗ ହୋଇଥିବା ଏହି ସବୁ ଟ୍ରେନର ଅଗ୍ରିମ ଟିକେଟକୁ ବୋର୍ଡ ରଦ୍ଦ କରିବା ସହ ସେବା ବନ୍ଦ କରିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି। ସ୍ବତନ୍ତ୍ର ଟ୍ରେନଗୁଡିକ ପୂର୍ବଭଳି ଚଳପ୍ରଚଳ କରିବ ବୋଲି ରେଲଓ୍ବେ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ, ଗହୀର ମଝିରେ ଏକୁଟିଆ ରହୁଥିବାବେଳେ…

ପିପିଲି,୨୩ା୨: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡର ୨୦ ଦିନ ପରେ…

ଦୀପକଙ୍କୁ ଭେଟିବା ପରେ ରାହୁଲ କହିଲେ ଭୟ କରିବାର ଆବଶ୍ୟକତା ନାହିଁ, ଜାଣନ୍ତୁ କାହିଁକି…

ଡେରାଡୁନ୍‌,୨୩ା୨: ଉତ୍ତରାଖଣ୍ଡର କୋଟଦ୍ୱାରରେ ଜଣେ ମୁସଲମାନ ଦୋକାନୀଙ୍କ ପାଇଁ ଠିଆ ହୋଇ ପ୍ରସିଦ୍ଧି ଲାଭ କରିଥିବା ଜିମ୍‌ ମାଲିକ ଦୀପକ କୁମାର ଦିଲ୍ଲୀରେ କଂଗ୍ରେସ ଏମ୍‌ପି ଏବଂ…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ…

ପ୍ରଥମେ ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ସ୍ବାମୀ…

ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ…

ସାବଧାନ! କ୍ଷୀର ପିଇବାର ୪୮ ଘଣ୍ଟା ମଧ୍ୟରେ କିଡନୀ ଫେଲ୍, ଚାରି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୩।୨: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ରାଜମୁଣ୍ଡ୍ରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ୪୮ ଘଣ୍ଟା ମଧ୍ୟରେ କିଡନି ସମ୍ବନ୍ଧୀୟ ରୋଗରେ…

ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଚେତାବନୀ, ପରିସ୍ଥିତି ଗମ୍ଭୀର କହି…

ନୂଆଦିଲ୍ଲୀ/ତେହରାନ,୨୩ା୨: ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କଡ଼ା ପରାମର୍ଶ…

ବିଧାନସଭାରେ ନିଆରା ଦୃଶ୍ୟ: ନବୀନଙ୍କ ସହ ଭେଟ ହୋଇଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଉ ତା’ ପରେ…

ଭୁବନେଶ୍ୱର,୨୩ା୨: ସୋମବାର ବିଧାନସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭେଟ…

ଟଙ୍କା ଖାଇଗଲେ ଦଲାଲ-ବୁଝିଲାନି ପ୍ରଶାସନ, ଦଶା ଭୋଗୁଛନ୍ତି ବିଧବା

ବୁଗୁଡ଼ା,୨୩।୨(କାଳିଚରଣଦାଶ): ଗଂଜାମ ଜିଲା ବୁଗୁଡ଼ା ବ୍ଲକ ଗୋଲାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ଗ୍ରାମର ବିଧବା ଦମୟନ୍ତୀଙ୍କ ପାଇଁ ଏବେ ଆବାସ ପାଲଟି ଯାଇଛି ସାତ ସପନ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri