Categories: Video

Recap 2021 | ୨୦୨୧ର ଚର୍ଚ୍ଚିତ ଖବର

୨୦୨୧ ବର୍ଷରେ ମଧ୍ୟ କରୋନା ପ୍ରକୋପ ରହିଥିଲା । ବର୍ଷରେ କରୋନାର ନୂଆ ଭାରିଆଣ୍ଟଙ୍କ ପ୍ରକୋପରେ ବିଶ୍ୱ କଲବଲ ହେବା ସହ ଅନେକ ଐତିହାସିକ ଘଟଣା ଘଟିଥିଲା । କେଉଁ ଦେଶ ପାଇଁ ଗୌରବ ଆଣି ଦେଇଥିଲା ତ କାହା ପାଇଁ ଜୀବନ ଜିଇବାର ବାଟ ହଜାଇ ଦେଇଥିଲା । ୨୦୨୧ ବର୍ଷର ଚର୍ଚ୍ଚିତ ଖବର ଉପରେ ଚାଲନ୍ତୁ ନଜର ପକାଇବା ।