ରେ-ବ୍ୟାନ’ର ନୂତନ କଲେକ୍ସନ

ଭୁବନେଶ୍ୱର,୧।୮: ଦେଶର ଜଣାଶୁଣା ଆଇ ଗ୍ଲାସ ବ୍ରାଣ୍ଡ ରେ-ବ୍ୟାନର ନୂତନ କଲେକ୍ସନ ‘ରିଭର୍ସ ଆଇ ଉୟର’ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ବହୁ ପରୀକ୍ଷା ନିରୀକ୍ଷା ପରେ ଉକ୍ତ ଉପତ୍ାଦକୁ ବଜାର ପ୍ରବେଶ ସହ ଗ୍ରାହକଙ୍କ ନିକଟରେ ନୂଆ ଶୈଳୀର ଡିଜାଇନ ମଧ୍ୟ ଉପସ୍ଥାପିତ କରାଯାଇଛି। ସେହିଭଳି ସୁପର ମଡେଲ ଭିଟୋରିଆ ସେରେଟିଆସଙ୍କ ଆକର୍ଷଣୀୟ ଚେହେରା ହାଇଫ୍ୟାସନ ଭିଡିଓ ମାଧ୍ୟମରେ ରିଭର୍ସ ଆଇ ଉୟର ପିନ୍ଧିଥିବା ମଡେଲ ପ୍ରଦର୍ଶନ କରାଯାଇଛି। ବିଶେଷ କରି ଆଖି ଉପରେ ଧ୍ୟାନ ରଖିବାବେଳେ ରିଭର୍ସ ଧାରଣାକୁ ଜୀବନ୍ତ କରିବା ଲାଗି ଏଭଳି ଏକ ଡିଜାଇନକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ଏ ସମ୍ପର୍କରେ ଏସିଲର ଲକ୍ସୋଟିକାର ନିର୍ଦ୍ଦେଶକ (ଆରଏଣ୍ଡଡି ପ୍ରଡକ୍ଟ ଷ୍ଟାଇଲ ଲାଇସେନସିଂ) ଫେଡେରିକୋ ବୁଫା କହିଛନ୍ତି, ଆମେ ସବୁବେଳେ ନୂଆ ଡିଜାଇନର ବିଶ୍ଳେଷଣ କରିଥାଉ। ଏପରିକି ରେ ବ୍ୟାନ ରିଭର୍ସ କଲେକ୍ସନ ହେଉଛି, ଚକ୍ଷୁ ଶିଳ୍ପରେ ଏକ ବିପ୍ଳବ। ଏହା ଏକ ନୂଆ ଜ୍ଞାନ କୌଶଳରେ ନିର୍ମିତ ବୋଲି ବୁଫା ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିଭଳି ମୁଖ୍ୟ ମାର୍କେଟିଂ ଅଫିସର ଏସିଲୋର ଲକ୍ସୋଟିକା କହିଛନ୍ତି, ଆମର ଉପତ୍ାଦ କ୍ଲାସିକ ଷ୍ଟାଇଲରେ ଗଠିତ ଏହା ସବୁ ବର୍ଗର ଲୋକଙ୍କର ପସନ୍ଦ ହେବ। ଏକ ଏର୍ଗୋନୋମିକ ୟୁନିଭର୍ସାଲ ଫ୍ରେମ ସହ ରେ ବ୍ୟାନ ରିଭର୍ସ ଆଭିଏଟର, ୱେଫେରର, କାରଭାନ ଓ ବଏ ଫ୍ରେଣ୍ଡ ଆଦି ବିକଶିତ ହୋଇଛି। ବିଶେଷ କରି ଆମେ ସର୍ବଦା ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ଦେଇ ଉପତ୍ାଦ ପ୍ରସ୍ତୁତ କରିଥାଉ ବୋଲି ବ୍ରାଣ୍ଡ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରେ-ବ୍ୟାନ କଲେକ୍ସନର ମୂଲ୍ୟ ୧୦୯୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଏହା ଦେଶର ସମସ୍ତ ଅଗ୍ରଣୀ ଷ୍ଟୋର, ସନଗ୍ଲାସ ହଟସ ଓ ଅନଲାଇନ ପ୍ଲାଟଫର୍ମ ଆଦିରେ ମଧ୍ୟ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri