Categories: Video

ବିଶ୍ୱରେ ବିରଳ, ୯ ସନ୍ତାନକୁ ଜନ୍ମ ଦେଲେ ମହିଳା

ବିଶ୍ୱରେ ଏମିତି ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟେ ଯାହା ଅଧିକାଂଶ ସମୟରେ ଆମକୁ ସ୍ତବ୍ଧ କରିଦେଇଥାଏ । ତେବେ ଆଜି ସେହିଭଳି ଏକ ଖବର ଆସିଛି ଯାହା ସଭିଙ୍କୁ ଆଚମ୍ବିତ କରିଛି । ଏହି ଯେପରି ଜଣେ ମହିଳା ୯ଟି ସନ୍ତାନଙ୍କୁ ଜନ୍ମ ଦେବାର ଘଟଣା ଜଣାପଡିଛି ।