Posted inଫୁରସତ

ରାଶି ଅନୁଯାୟୀ ରାଖୀର ରଙ୍ଗ: ଜାଣନ୍ତୁ କେଉଁ ରଙ୍ଗର ରାଖୀ ଆପଣଙ୍କ ଭାଇ ପାଇଁ ହେବ ଶୁଭ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତି ରାଶିର ଶୁଭ ରଙ୍ଗ ରହିଥାଏ। ତେଣୁ ରାଖୀ ପୂର୍ଣ୍ଣିମାରେ ନିଜ ଭାଇର ରାଶି ଅନୁଯାୟୀ ଶୁଭ ରଙ୍ଗର ରାଖୀ ବାନ୍ଧନ୍ତୁ …
*ମେଷ: ଏହି ରାଶି ପାଇଁ ନାଲି ରଙ୍ଗ ଶୁଭ। ମେଷ ରାଶି ଥିବା ଭାଇ ହାତରେ ନାଲି ରଙ୍ଗର ରାଖୀ ବାନ୍ଧନ୍ତୁ; ଯାହା ସମ୍ପର୍କକୁ ନିବିଡ଼ କରିବା ସହ ଭାଇର ଆତ୍ମବିଶ୍ୱାସ ବଢ଼ାଇଥାଏ।
*ବୃଷ: ଧଳା, ନୀଳ, ବାଇଗଣୀ ରଙ୍ଗ ଏହି ରାଶି ପାଇଁ ଭଲ। ଏହା ଭାଇର ଜୀବନରେ ସୁଖଶାନ୍ତି ଆଣିଥାଏ।
*ମିଥୁନ: ସବୁଜ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କ ପାଇଁ ଶୁଭ। ଏହା ସେମାନଙ୍କ ବୁଦ୍ଧି ଓ ଚିନ୍ତାଶକ୍ତିକୁ ପ୍ରଖର କରିଥାଏ।
*କର୍କଟ: ଏହି ରାଶିର ଭାଇମାନଙ୍କୁ ଧଳା ରଙ୍ଗର ରାଖୀ ବାନ୍ଧିଲେ ଭଉଣୀଭାଇ ସମ୍ପର୍କ ଦୃଢ଼ହେବା ସହ ସୁଖଶାନ୍ତି ବୃଦ୍ଧିପାଏ।
*ସିଂହ: ହଳଦିଆ ରଙ୍ଗର ରାଖୀ ଏହି ରାଶିର ଭାଇମାନଙ୍କ ଜୀବନରେ ସକାରାତ୍ମକ ଭାବନା ଆଣିଥାଏ।
*କନ୍ୟା: ଏହି ରାଶିର ଭାଇଙ୍କ ପାଇଁ ବି ସବୁଜ ରଙ୍ଗର ରାଖୀ ବାନ୍ଧିବା ଶୁଭ।
*ତୁଳା: ଗୋଲାପୀ ରଙ୍ଗର ରାଖୀ ତୁଳା ରାଶିର ଭାଇଙ୍କ ହାତରେ ବାନ୍ଧନ୍ତୁ।
*ବିଛା: ଏହି ରାଶିର ଭାଇଙ୍କୁ ମେରୁନ୍‌ ଅଥବା ନାଲିରଙ୍ଗର ରାଖୀ ବାନ୍ଧିବା ଶୁଭ।
*ଧନୁ: ହଳଦିଆ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କୁ ବାନ୍ଧିଲେ ତାଙ୍କର ଜ୍ଞାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଏ।
*ମକର: ନୀଳରଙ୍ଗର ରାଖୀ ଏହି ରାଶିର ଭାଇଙ୍କୁ ବାନ୍ଧିଲେ ସେମାନଙ୍କ ଧୈର୍ଯ୍ୟଶକ୍ତି ବଢ଼ିଥାଏ।
* କୁମ୍ଭ: ଗାଢ଼ ସବୁଜ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କ ପାଇଁ ଶୁଭ।
* ମୀନ: ହଳଦିଆ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କୁ ବାନ୍ଧିଲେ ତାଙ୍କର ଜ୍ଞାନ ଓ ଧନ ବୃଦ୍ଧିପାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri