ବେଡ୍‌ରୁମ୍‌ରେ ଏହି ଦେବତାଙ୍କ ଫଟୋ ରଖିଲେ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ହୋଇଥାଏ ସୁଦୃଢ଼

ବେଡ୍‌ରୁମ୍‌ ହେଉଛି ଘରର ସେହି ସ୍ଥାନ, ଯେଉଁଠାରେ ଦିନଯାକର ଥକ୍କାପଣ ମେଣ୍ଟାଇ ବ୍ୟକ୍ତି ଆରାମ ଅନୁଭବ କରେ। ମାତ୍ର ଯଦି ବେଡ୍‌ରୁମ୍‌ ଦିଗ, ସେଠାରେ ଥିବା ସାମଗ୍ରୀ ବାସ୍ତୁ ସହିତ ଖାପ ନ ଖାଏ , ତେବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବୈବାହିକ ଜୀବନରେ ମତଭେଦ, ଆର୍ଥିକ ସଙ୍କଟ ଏବଂ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ବେଡ୍‌ରୁମ୍‌ରେ ବାସ୍ତୁ ଦୋଷ କାରଣରୁ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହା ସ୍ତ୍ରୀ-ସ୍ବାମୀ ମଧ୍ୟରେ ତିକ୍ତତା ସୃଷ୍ଟି କରେ। ବାସ୍ତୁ ବିତ୍‌ଙ୍କ ଅନୁଯାୟୀ, ବେଡ୍‌ରୁମ୍‌ରେ ଥିବା କେତେକ ଦିଗ ଉପରେ ଧ୍ୟାନ ଦେଲେ ସକରାତ୍ମକ ଶକ୍ତି ଘର ଉପରେ ପଡ଼ିଥାଏ।

> ବେଡ୍‌ରୁମ୍‌ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବରେ ରହିବା ଉଚିତ୍‌ ନୁହେଁ। ଦକ୍ଷିଣ ପୂର୍ବରେ ବେଡ୍‌ରୁମ୍‌ ରହିବା ଫଳରେ ସ୍ତ୍ରୀ-ସ୍ବାମୀ ମଧ୍ୟରେ ଝଗଡା ସୃଷ୍ଟି ହେଉଥିବା ବେଳେ ଉତ୍ତର-ପୂର୍ବରେ ରହିଲେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ।

> ବେଡ୍‌ରୁମ୍‌ରେ ଆକ୍ରମଣାତ୍ମକ ପ୍ରାଣୀଙ୍କର ଫଟୋ ଏବଂ ଦେବତାମାନଙ୍କର କ୍ରୋଧିତ ଅବସ୍ଥାରେ କିଛି ଫଟୋ ରଖିବା ଉଚିତ ନୁହେଁ। ତେବେ ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ରାଧା-କୃଷ୍ଣଙ୍କ ଫଟୋ ଲଗାଇ ପାରିବେ।

> ଘର ମାଲିକଙ୍କ ବେଡରୁମ ଦକ୍ଷିଣ ପଶ୍ଚିମ କୋଣରେ ରହିବା ଉଚିତ୍‌।

> ପିଲାମାନଙ୍କର ବେଡ୍‌ରୁମ୍‌ ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଠିକ୍‌।

> ଠାକୁରଙ୍କୁ ବେଡ୍‌ରୁମ୍‌ ରଖିବା ଠିକ୍‌ ନୁହେଁ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri