Posted inଖେଳ

ମାଲିକାଣୀଙ୍କ ସହ ଫଟୋ ଶେୟାର କରି ଏମିତି କହିଲେ କ୍ରିକେଟର୍‌

ପଞ୍ଜାବ କିଙ୍ଗ୍ସର ଉଦୀୟମାନ ଖେଳାଳି ଶାହରୁଖ ଖାନ କ୍ରିକେଟ ଜଗତରେ ନିଜ ଜଲଓ୍ବା ଦେଖାଇବାରେ ବ୍ୟସ୍ତ ଅଛନ୍ତି। ଘରୋଇ କ୍ରିକେଟରେ ତାମିଲନାଡୁ ପାଇଁ ଚମତ୍କାର ପ୍ରଦର୍ଶନ କରିବା ପରେ ସେ ଆଇପିଏଲ ୨୦୨୧ ନିଲାମରେ ନିଜର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖିଥିଲେ, ପରେ ପଞ୍ଜାବ ତାଙ୍କୁ ୫.୨୫ କୋଟି ଟଙ୍କା କିଣିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ତାଙ୍କୁ ନେବା ପାଇଁ ଚାହଁିଥିଲା,କିନ୍ତୁ ପଞ୍ଜାବ ଶେଷରେ କିଣିଥିଲା। ଅବଶ୍ୟ, କରୋନା ଯୋଗୁ ଆଇପିଏଲର ଏହି ସିଜିନ୍‌ର ୨୯ ମ୍ୟାଚ ପରେ ସ୍ଥଗିତ ରଖିବାକୁ ପଡିଲା। ପ୍ରାୟ ସମସ୍ତ ଖେଳାଳି ନିଜ ନିଜ ଘରକୁ ଫେରିଛନ୍ତି। ଏହି ସମୟରେ, ଶାହରୁଖ ଖାନ ପଞ୍ଜାବ କିଙ୍ଗ୍ସର ସହ-ମାଲିକ ପ୍ରୀତି ଜିଣ୍ଟାଙ୍କ ସହ ନିଜର ଏକ ଫଟୋ ଶେୟାର କରିଥିଲେ। ସେ ଫଟୋ କ୍ୟାପସନ ଦେଇଛନ୍ତି, ନୈନା, ୧୨୩ ଟିଙ୍ଗ୍‌ ଟଙ୍ଗ୍‌…। ଏହି ସଂଳାପଟି ବଲିଉଡର ସୁପରହିଟ ଫିଲ୍ମ ‘କାଲ ହୋ ନା ହୋ’ର ଥିଲା। ଏହି ଫିଲ୍ମରେ ବଲିଉଡର କିଙ୍ଗ ଶାହାରୁଖ ଖାନ ଏବଂ ସୈଫ ଅଲି ଖାନଙ୍କ ସହ ପ୍ରୀତି ଜିଣ୍ଟା ନଜର ଆସିଥିଲେ। ତାଙ୍କର ଏହି ଫଟୋ ଏବେ ବହୁତ ଭାଇରାଲ ହେବାରେ ଲାଗିଛି।

 उन्‍होंने फोटो का कैप्‍शन दिया, नैना, 123 टिंगा. उनकी यह फोटो अब काफी वारयल हो रही है.


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri