Categories: Video

Puja preparations for Dasahara । ରାଜଧାନୀରେ ପୂଜା ପ୍ରସ୍ତୁତି

With Dasahara only a few days to go, preparations are at a fever pitch across all pandals in Bhubaneswar. While some are attempting to erect a Padmavati palace, others are trying stuff such as Disney Land or Delhi’s Akshardham. Here, we bring you a sneak peek into the preparations.

ମା’ଙ୍କ ଆଗମନ ଲାଗି ଏବେ ସବୁଠି ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ରାଜଧାନୀରେ ଏଥର ପୂଜାଲାଗି କମିଟି ତରଫରୁ କରାଯାଇଛି ଅନେକ ପ୍ରସ୍ତୁତି। କେଉଁଠି ଦିଲ୍ଲୀର ଅକ୍ଷରଧାମ ତ ଆଉ କେଉଁଠି ପଦ୍ମାବତୀ ପ୍ୟାଲେସ୍ ପୁଣି କେଉଁଠି ଡିଜ୍‌ନି ଲ୍ୟାଣ୍ଡ। ଏହାସହ ମା’ଙ୍କ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ କାରିଗର। କେଉଁଠି କେମିତି ଚାଲିଛି ପ୍ରସ୍ତୁତି, ଚାଲନ୍ତୁ ଦେଖିବା ଏହି ଭିଡିଓରେ।