Categories: Video

ମାଷ୍ଟରକ୍ୟାଣ୍ଟିନ ଛକରେ ଘଣ୍ଟ ବାଡେଇ ଭାଜପାର ପ୍ରତିବାଦ

ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ଅଭିନବ ଉପାୟରେ ପ୍ରତିବାଦ କରିଛି ଭାଜପା । ଭୁବନେଶ୍ୱର ଜିଲା ସଭାପତିଙ୍କ ନେୃତ୍ୱରେ ଦଳୀୟ କର୍ମୀ ମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ