Categories: Video

ସୀମା ଟପିଲା ପୋଲିସର ବର୍ବରତା

ମଧ୍ୟପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଗୁନାର ଏକ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପୋଲିସ ପହଞ୍ଚିଥିଲେ । ଏହାପରେ ଏହି ଜମିରେ ଘର କରି ରହିଥିବା ଚାଷୀ ପରିବାରକୁ ଅତି ନିର୍ଦ୍ଦୟ ଭାବେ ପୋଲିସ ପିଟିବା ଆରମ୍ଭ କରିଥିଲା । ଆଉ ବର୍ବରତାର ସୀମା ଟପିଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା ପୁରା ଘଟଣା