ଛତିଶଗଡ଼ରୁ ଟିଟିଲାଗଡ଼ ଆସୁଥିବାବେଳେ ଗଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍‌: ତା’ପରେ…

ବଲାଙ୍ଗୀର,୧୧।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ବିଜୟାନନ୍ଦ ଚିନିକଲ କଲୋନୀର ନିକଟରେ ବୁଧବାର ସକାଳେ ଏକ ସଡକ ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଗାଡି ଧରି ରାସ୍ତାରେ ଆସୁଥିବାବେଳେ ଗାଡ଼ି ଚାଳକଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲେ।

ସୂଚନା ଅନୁଯାୟୀ, ପିକ୍‌ଅପ୍‌ ଗାଡ଼ିଟି ଛତିଶଗଡ଼ରୁ ଟିଟିଲାଗଡ଼ ସଜନାଛୁଇଁ ଆଣିବାକୁ ଯାଉଥିବା ବେଳେ ହଠାତ୍‌ ଚାଳକଙ୍କ ଆଖି ଲାଗିଯିବାରୁ ସେ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋର ଥିଲା ଯେ ପିକଅପ ଗାଡ଼ିର ସାମ୍ନା ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ; ଭାଙ୍ଗିଲା ନୋଜ୍ ଗିୟର, ୧୩୩ ଯାତ୍ରୀ…..

ନୂଆଦିଲ୍ଲୀ,୧୧ା୩: ବୁଧବାର ଦିନ ଥାଇଲ୍ୟାଣ୍ଡର ଫୁକେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ ।ବିମାନ IX ୯୩୮ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଏକ ବଡ଼…

ନିଲମ୍ବିତ ହେଲେ ଫରେଷ୍ଟଗାର୍ଡ, ଏହି କାର୍ଯ୍ୟ ପାଇଁ ହେଡ୍‌ କ୍ୱାର୍ଟର୍ସରେ…

ପାଟଣା,୧୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନର ଫରେଷ୍ଟଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ମଙ୍ଗଳବାର ଡିଏଫ୍‌ଓ ଧନରାଜ ସରକାରୀ କାର୍ଯ୍ୟରେ ଅବହେଳା, ନିଆଁ ନିୟନ୍ତ୍ରଣରେ ବିଫଳ,…

ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍‌ର ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍‌ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ…

ଭୁଶୁଡୁଛି ମାଓବାଦୀଙ୍କ ଗଡ଼, ଏକାଥରେ ଆତ୍ମସମର୍ପଣ କଲେ ୧୦ ଦୁର୍ଦ୍ଦାନ୍ତ….

ଫୁଲବାଣୀ,୧୧।୩(ରାକେଶ କୁମାର ରାଉତ): ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ  । ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର…

‘ଛାତ୍ରୀମାନେ ଶାରୀରିକ-ମାନସିକ ସ୍ତରରେ ସୁଦୃଢ଼ ହେବାକୁ ପଡିବ’

ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ ଦିନ ବ୍ୟାପି ଚାଲିଥିବା ବାଳିକା ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି।…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ବିଧାୟକ କହିଲେ, ଏଥର ଲେଖାଯିବ ନୂଆ ଇତିହାସ

ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ବୁଧବାର ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ଏନେଇ ଠାକୁରାଣୀ ମନ୍ଦିର ଏବଂ କୁଲାଡ ବ୍ୟାଘ୍ର ଦେବୀ…

ଜାରକା ବଜାରରେ ନକଲି ଡାକ୍ତର! ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି….

ଧର୍ମଶାଳା,୧୧।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ବିଭିନ୍ନ ଛକ ବଜାରରେ ମାଳମାଳ ଔଷଧ ଦୋକାନ ସହିତ ରୋଗୀ ଦେଖିବା ପାଇଁ ଡାକ୍ତର ଚାମ୍ବର…

ବର୍ଷାରେ ଭିଜିଲା ସହର, ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଆସନ୍ତା ୧୬ ପର୍ଯ୍ୟନ୍ତ…

ଚେନ୍ନାଇ,୧୧ା୩: ବୁଧବାର ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ତାମିଲନାଡୁର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri