ପତଞ୍ଜଳିର ଜୀବନ ରକ୍ଷାକାରୀ ଔଷଧ ‘ଗିଲୟ’

ନୂଆଦିଲ୍ଲୀ,୨୩।୫: ବିଗତ କିଛି ବର୍ଷ ହେବ ପତଞ୍ଜଳି ଆୟୁର୍ବେଦର ପ୍ରସିଦ୍ଧ ମେଡିସିନ ଗିଲୟ ରୋଗ ନାଶକାରୀ ଔଷଧ ଭାବେ ବେଶ୍‌ ପରିଚିତ ହୋଇପାରିଛି। ଏପରିକି ଗୁଡୁଚି (ଗିଲୟ) (ଟିନୋସ୍ପୋରା କର୍ଡିଫୋଲିଆ) ଅମ୍ରିତା ଭାବେ ମଧ୍ୟ ବେଶ୍‌ ଜଣାଶୁଣା। ବିଶେଷ କରି ଗତ କୋଭିଡ-୧୯ ସମୟରେ ଉକ୍ତ ମେଡିସିନ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି। ସେହିଭଳି ଉକ୍ତ ମେଡିସିନ ସମ୍ପର୍କରେ ୟୁରୋପର ବିଶ୍ୱ ପ୍ରସିଦ୍ଧ ଅନୁସନ୍ଧାନ ପତ୍ରିକା ଫାର୍ମାକୋଲୋଜି ଫ୍ରଣ୍ଟିଅର୍ସ (https://www.frontiersin.org/articles/୧୦.୩୩୮୯/fphar.୨୦୨୩.୧୦୯୫୦୮୩/full)ରେ ମଧ୍ୟ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି। ସେହିଭଳି ବିଶ୍ୱରେ ପ୍ରଥମଥର ପାଇଁ ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ମଧ୍ୟ ଗିଲୟର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକଳାପ ଉପରେ ବିସ୍ତୃତ ଅନୁସନ୍ଧାନ କରିଥିଲେ। ଅପରପକ୍ଷରେ ଜିଏଲପି ଚାଳିତ ଉପ-ତୀବ୍ର ବିଷାକ୍ତ ବିଜ୍ଞାନ ଅଧ୍ୟୟନ ଜରିଆରେ ୭୦ରୁ ଅଧିକ ଅଣ୍ଡିରା ଏବଂ ମାଈ ମୂଷାଙ୍କ ଶରୀରରେ ଗିଲୟ ନିତିଦିନିଆ ବ୍ୟବହୃତ ହେଉଥିଲା। ଏପରିକି ଦୀର୍ଘ ୨୮ ଦିନ ପର୍ଯ୍ୟନ୍ତ ଏଭଳି ପ୍ରୟୋଗ କରାଯାଉଥିଲେ ସୁଦ୍ଧା କୌଣସି ପ୍ରକାରର ସମସ୍ୟା ଓ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇ ନ ଥିଲା।
ଉଲ୍ଲେଖଯୋଗ୍ୟ, ଏହି ଅଧ୍ୟୟନରେ ୪୦ରୁ ଅଧିକ ଅଙ୍ଗ ଉପରେ ଗିଲୟର ପ୍ରଭାବକୁ ନିରୀକ୍ଷଣ କରାଯାଇଥିଲା। ଏପରିକି ଓଇସିଡିର ବିଶ୍ୱସ୍ତରୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କରାଯାଇଥିଲା ଏବଂ ଉତ୍ତମ ଲାବୋରେଟୋରି ଅଭ୍ୟାସ (ଜିଏଲପି) ସହିତ ଏହି ସଂପୂର୍ଣ୍ଣ ପରୀକ୍ଷାମୂଳକ ଅନୁପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri