ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ପରେ ହେବ କି ଗୃହଯୁଦ୍ଧ ? ଗୃହ ମନ୍ତ୍ରଣାଳୟର ଚେତାବନୀ ଦୂରେଇ ରୁହନ୍ତୁ ସରକାରୀ କର୍ମଚାରୀ

ଇସଲାମାବାଦ,୨୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଇସଲାମାବାଦ ପର୍ଯ୍ୟନ୍ତ ଲଙ୍ଗ ମାର୍ଚ୍ଚକୁ ନେଇ ଗୋଟିଏ ପଟେ ଫୌଜ ଅସୁବିଧାରେ ପଡି ଯାଉଛନ୍ତି ତ ଅନ୍ୟପଟେ ସରକାର ଏହାକୁ ନେଇ ହଡବଡେଇ ଯାଉଛନ୍ତି । ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ଠାରୁ ସରକାରୀ କର୍ମଚାରୀଙ୍କୁ ଦୂରେଇ ରହିବାକୁ କହିଛନ୍ତି । ଆଉ ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଆବଶ୍ୟକ ପଡେ ତେବେ ଇମ୍ରାନଙ୍କୁ ଗିରଫ ବି କରାଯାଇପାରେ । ଏହି କଥାକୁ ନେଇ ପାକିସ୍ତାନର ଶହବାଜ ଶରିଫ ସରକାର ମନା ବି କରିପାରୁ ନାହାନ୍ତି । ବିଶେଷ ସୂତ୍ରର ଆଉ ଏକ ସୂଚନା ଅନୁଯାୟୀ, ଇମ୍ରାନଙ୍କ ବର୍ତ୍ତମାନର ଚାଲିଚଳନକୁ ନେଇ ସେନା ବି ଖୁସି ନାହିଁ ।
ନିକଟରେ ଇମ୍ରାନ ଖାଁଙ୍କୁ ନିର୍ବାଚନ କମିଶନଙ୍କଠାରୁ ଝଟକା ଲାଗିଥିଲା । ଏହାପରେ ବି ସେ ଲଗାତାର ଭାବେ ନିର୍ବାଚନ କରିବାକୁ ଦାବି କରି ଆସୁଥିଲେ । ଏହାକୁ ନେଇ ଶୁକ୍ରବାର ଇମ୍ରାନ ‘ହକିକି ଆଜାଦି ମାର୍ଚ୍ଚ’ ଆରମ୍ଭ କରିବାକୁ ଯାଉଛନ୍ତିି । ଏହାଦ୍ୱାରା ସରକାରଙ୍କୁ ନ୍ୟାଶନାଲ ଆସେମ୍ଲିକୁ ଭାଙ୍ଗି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବାକୁ ବାଧ୍ୟ କରାଯାଇପାରେ । ଇମ୍ରାନଙ୍କ ହକିକି ଆଜଦି ମାର୍ଚ୍ଚରେ ଇମ୍ରାନଙ୍କ ସହ ଶହ ଶହ ସମର୍ଥକ ଉପସ୍ଥିତ ରହିବେ । ଇମ୍ରାନଙ୍କ ଏହି ଲଙ୍ଗ ମାର୍ଚ୍ଚ ଲାହୋରର ଲିବର୍ଟି ଚୌକରୁ ଆରମ୍ଭ ହୋଇ ଇସଲାମାବାଦରେ ପହଞ୍ଚିବ । ଏହି ମାର୍ଚ୍ଚର ଠିକ୍ ପୂର୍ବରୁ ଇସଲାମାବାଦରେ ବହୁ ସଂଖ୍ୟାରେ ସେନା ଉପସ୍ଥିତ ରହିବେ । ଏହାକୁ ନେଇ ଅନୁମାନ କରାଯାଉଛିକି ଗୃହ ଯୁଦ୍ଧର ଆଶଙ୍କା ବଢି ଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri