ଓସ୍କାର ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ମନୋରଞ୍ଜନର ସବୁଠୁ ବଡ଼ ପୁରସ୍କାର ଭାବେ ବିବେଚନା କରାଯାଉଥିବା ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଲସ୍‌ ଏଞ୍ଜେଲସ ଓସ୍କାର ୨୦୨୩ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡଲବି ଥିଏଟରରେ ଏହି ପୁରସ୍କାର ଶୋ’ ଚାଲିଛି।
ଓସ୍କାର ୨୦୨୩ରେ ଗୁଏଲର୍ମୋ ଡେଲ ଟୋରୋଙ୍କ ପିନୋଚିଓ ଶ୍ରେଷ୍ଠ ଆନିମେଟେଡ୍‌ ଫିଚର ଫିଲ୍ମ ପୁରସ୍କାର ଜିତିଛି। ଡ୍ବେନ୍‌ ଜନ୍‌ସନ ଏବଂ ଏମିଲି ବ୍ଲଣ୍ଟ ଏହି ପୁରସ୍କାର ପ୍ରଦାନ କରିଥିଲେ। କେ. ହୁଇ କୁଆନ ଓସ୍କାର ୨୦୨୩ରେ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ଲାଭ କରିଥିଲେ। ସେହିପରି ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ବର୍ଗରେ ଜାମି ଲି କାର୍ଟିସ ଓସ୍କାର ଜିତିଛନ୍ତି। ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ବିଭାଗରେ ‘ନାଭାଲ୍‌ନୀ’ ପୁରସ୍କାର ଜିତିଛି। ‘ଆନ୍‌ ଆଇରିଶ୍‌ ଗୁଡ୍‌ବାଏ’କୁ ଲାଇଭ୍‌ ଆକ୍ସନ ଶର୍ଟ ଫିଲ୍ମ ବିଭାଗରେ ପୁରସ୍କାର ମିଳିଛି। ‘ଅଲ କ୍ୱିଟ ଅନ୍‌ ଦ ୱେଷ୍ଟର୍ନ ଫ୍ରଣ୍ଟ’ରେ ଅବିଶ୍ୱସନୀୟ କାର୍ଯ୍ୟ ପାଇଁ ଜେମ୍ସ ଫ୍ରେଣ୍ଡ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଓସ୍କାର ଜିତିଥିଲେ। ବେଷ୍ଟ ମେକ୍‌ଅପ୍‌ ଏବଂ ହେୟାର – ଦ ହ୍ବେଲ୍‌, ବେଷ୍ଟ୍‌ କୁଷ୍ଟ୍ୟୁମ୍‌ ଡିଜାଇନ: ରୁଥ୍‌ କାର୍ଟର (ବ୍ଲାକ ପାନ୍ଥର: ୱାକାଣ୍ଡା ଫରଏଭର୍‌), ବେଷ୍ଟ୍‌ ରାଇଟିଂ (ରୂପାନ୍ତରିତ ପଟ୍ଟକଥା)- ଅଲ୍‌ କ୍ୱେଟ୍‌ ଅନ୍‌ ଦ ଓ୍ବେଷ୍ଟର୍ନ ଫ୍ରଣ୍ଟ୍‌ ଏଡୱାର୍ଡ ବର୍ଜର, ଲେସଲି ପାଟରସନ ଏବଂ ଇଆନ ଷ୍ଟୋକେଲଙ୍କ ରାଇଟିଂ), ବେଷ୍ଟ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ- ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’, ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ – ଅଲ୍‌ କ୍ୱେଟ୍‌ ଅନ୍‌ ଦ ଓ୍ବେଷ୍ଟର୍ନ ଫ୍ରଣ୍ଟ, ଜର୍ମାନୀ, ବେଷ୍ଟ ପ୍ରଡକ୍ସନ ଡିଜାଇନ – ଅଲ୍‌ କ୍ୱେଟ୍‌ ଅନ୍‌ ଦ ଓ୍ବେଷ୍ଟର୍ନ ଫ୍ରଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri