Posted inଫୁରସତ

ବୟସ ମାତ୍ର ୮ ମାସ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କୁହାଯାଏ, ଯେତେବେଳେ ମଣିଷ ଦୁନିଆକୁ ଆସେ ସେତେବେଳେ ନିଜ ଭାଗ୍ୟ ନିଜେ ଆଣି ଆସିଥାଏ। ଯଦି ନିଜ ଭାଗ୍ୟ ହେତୁ ଭଲ ଶିକ୍ଷା ଏବଂ ଚାକିରି ମିଳିଯାଏ ତେବେ ସବୁକିଛି ଠିକ୍‌ ରହିଥାଏ। କେହି ଯଦି ଅଳ୍ପ ବୟସରେ ସେହି ସବୁ ଜିନିଷ ପାଇଯାନ୍ତି, ତେବେ ଏହାକୁ ଆମେ ଭାଗ୍ୟ ବ୍ୟତୀତ ଆଉ କ’ଣ କହିବା?

କିଛି ଲୋକ ନିଜ ପାଇଁ ଏକ ନାଁ ସୃଷ୍ଟି ନେବାକୁ ଏମିତି କିଛି କରିଥାନ୍ତି ଯହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏହିପରି ୮ ମାସର ଜଣେ ଶିଶୁକନ୍ୟା ପିତାମାତାଙ୍କୁ ସହାୟତା କରିବା ପାଇଁ ଯଥେଷ୍ଟ ରୋଜଗାର କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏମ୍‌ଜେ ନାମକ ଏକ ଛୋଟ ଝିଅର ଏପରି ଭାଗ୍ୟ ଅଛି, ଯାହା ତାଙ୍କୁ ଅଳ୍ପ ବୟସରେ ଉଭୟ ଧନ ଏବଂ ଖ୍ୟାତି ଆଣି ଦେଇଛି।

ସାରା ଲୁଟଜକର ନାମକ ଜଣେ ନର୍ସ ତାଙ୍କ ଝିଅକୁ ଜନ୍ମ ହେବାର ଶୀଘ୍ର ଗ୍ଲାମର ଦୁନିଆରେ ପ୍ରବେଶ କରାଇଥିଲେ। ଯେତେବେଳେ ତାଙ୍କୁ ମାତ୍ର ୮ ମାସ ହୋଇଥିଲା, ସେ ତାଙ୍କ ଫଟୋ ମଡେଲିଂ ଏଜେନ୍ସିକୁ ପଠାଇଥିଲେ। ସେଠାରୁ ଝିଅଟି ଆମେରିକାର ଦୁଇଟି ପ୍ରମୁଖ କମ୍ପାନୀ ଓ୍ବାଲମାର୍ଟ ଏବଂ କଷ୍ଟକୋର ଅଭିଯାନ ପାଇଁ ମନୋନୀତ ହୋଇଥିଲା। ସଙ୍ଗେ ସଙ୍ଗେ ୩.୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ବର୍ତ୍ତମାନ ଏହି ୮ ମାସର କନ୍ୟା ବିଭିନ୍ନ ବ୍ରାଣ୍ଡ ପାଇଁ ଫଟୋଶୁଟ୍‌ ମଧ୍ୟ କରନ୍ତି, ଯେଉଁଥିପାଇଁ ସେ ଭଲ ରୋଜଗାର କରୁଛନ୍ତି।

ତାଙ୍କ ମା’ ସାରା କହିଛନ୍ତି, ତାଙ୍କ ଝିଅ ଏମ୍‌ଜେ ବହୁତ ଖୁସି ଏବଂ ସବୁକିଛି ଉପଭୋଗ କରନ୍ତି। ଅଢ଼େଇ ମାସ ବୟସରୁ, ତାଙ୍କର ଫଟୋ ମଡେଲିଂ ଏଜେନ୍ସିକୁ ପଠାଯିବା ଆରମ୍ଭ କଲା କାରଣ ସାରାଙ୍କ ଜଣେ ବନ୍ଧୁଙ୍କ ଝିଅ ମଡେଲିଂ କରୁଛନ୍ତି। ବର୍ତ୍ତମାନ ଏମ୍‌ଜେ କେବଳ ୪-୫ ମିନିଟ୍‌ର ଫଟୋଶୁଟ୍‌ରେ ଭଲ ଟଙ୍କା ରୋଜଗାର କରିବା ସହ ନାଁ କମାଉଛନ୍ତି। ଯେତେବେଳେ ସେ ବଡ଼ ହେବେ ସେ ନିଜେ ସ୍ଥିର କରିବେ ଯେ, ସେ ଆଗକୁ କ’ଣ କରିବାକୁ ଚାହୁଁଛନ୍ତି କି ନାହିଁ। ମଡେଲିଂ ଏଜେନ୍ସି ତାଙ୍କ କାର୍ଯ୍ୟର ୨୦ ପ୍ରତିଶତ କାଟ୍‌ ନେଇଥାଏ ଏବଂ ବାକି ଟଙ୍କା ଏମ୍‌ଜେଙ୍କୁ ମିଳିଥାଏ। ଟିକ୍‌ଟକ୍‌ରେ ତାଙ୍କର ହଜାର ହଜାର ଫଲୋଅର୍ସ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡ: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri