Posted inUncategorized

ପୁରୁଣା ଡିଜାଇନ, ନୂଆ ଲୁକ୍‌

 

ଘରର ଇଣ୍ଟେରିୟର ଲୁକ୍‌ ବଦଳାଇବା ପାଇଁ ସମସ୍ତେ
ନୂଆ ନୂଆ ଟ୍ରେଣ୍ଟର ଆସବାବପତ୍ର ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ପୁରୁଣା ଡିଜାଇନ ରହିଛି ଯାହା ଆଜିର ଟ୍ରେଣ୍ଡରେ ଖୁବ୍‌ ପସନ୍ଦ ହୋଇପାରିଛି। ତେଣୁ ଘରର ଡିଜାଇନ ବଦଳାଇବା ପାଇଁ ଜାଣି ରଖନ୍ତୁ କିଛି ଟିପ୍ସ….
– ଘରେ ଆସବାବପତ୍ର ମାଧ୍ୟମରେ ଇଣ୍ଟେରିୟର ଡିଜାଇନ ବଦଳାଇବା ପାଇଁ ଏବେ ମାର୍କେଟରେ ବହୁ ସୁନ୍ଦର ସୁନ୍ଦର ଡିଜାଇନ ଉପଲବ୍ଧ ହେଲାଣି। ସେସବୁରେ ଆପଣ ଘର ସଜାଇପାରିବେ।
– ଘର ସଜାଇବା ପାଇଁ ଏବେ ମାର୍ବଲର ଚିକ୍କଣ ପଥର କିମ୍ବା ସ୍ବତନ୍ତ୍ର ଡିଜାଇନ ଷ୍ଟୋନ୍‌ ମିଳୁଛି ଯାହା ପୂରା ସ୍ବଚ୍ଛ। ତେଣୁ ଏଭଳି ମାର୍ବଲକୁ ବେଡ୍‌ରୁମ୍‌ରେ ଡ୍ରେସିଂ ଭ୍ୟାନିଟି ସେଟ୍‌ କିମ୍ବା ଟେବୁଲ ଲ୍ୟାମ୍ପ ପାଇଁ ଏହାକୁ ବେସ୍‌ ଭଳି ବ୍ୟବହାର କରିହେବ, ଯାହା ଅତ୍ୟନ୍ତ ଆକର୍ଷଣୀୟ ଲାଗିବ।
– ପୁରୁଣା ଟ୍ରାଡିସନାଲ ଡିଜାଇନ ଏବେ ମଧ୍ୟ ଇଣ୍ଟେରିୟର ଫ୍ୟାଶନ ଟ୍ରେଣ୍ଡରେ ଚାଲିଛି। ତେଣୁ ବହୁ ବର୍ଷ ତଳର ବମ୍ବିନ୍‌ ଷ୍ଟାଇଲ ଫର୍ନିଚର ମଧ୍ୟ ଏବେ ଘରସଜ୍ଜା ପାଇଁ ବ୍ୟବହାର କରିପାରିବେ। ଆଜିକାଲି ବୋହେମିୟନ୍‌ ସ୍ପିଣ୍ଡିଲ ଚେୟାର ମଧ୍ୟ ବ୍ୟବହାର କରାଗଲାଣି।
– ବହୁ ବର୍ଷ ତଳର ମେକ୍ସିକାନ୍‌- ଆମେରିକାନ୍‌ ଡିଜାଇନ୍‌ ବୋବନ୍‌ ଫର୍ନିଚର ଆଜି ବି ଲୋକଙ୍କର ପ୍ରଥମ ପସନ୍ଦ ହେବାରେ ଲାଗିଛି।
– ହଳଦିଆ ଏବଂ ସୁନେଲି ରଙ୍ଗର ବିଭିନ୍ନ ଆସବାବପତ୍ର ମଧ୍ୟ ଆଜିକାଲି ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ତେଣୁ ଟେବୁଲ ଲ୍ୟାମ୍ପ ହେଉ କି ୱାଲ୍‌ପେପର ଅବା କଫି ଟେବୁଲ ଆଦି ଏହି ରଙ୍ଗର ମଧ୍ୟ କରି ହେବ।
– ଘରେ ପ୍ରକୃତିର ଝଲକ ମଧ୍ୟ ଆଜିକାଲି ଟ୍ରେଣ୍ଡରେ ରହିଛି। ତେଣୁ ଇନ୍‌ଡୋର ଏବଂ ଆଉଟ୍‌ଡୋରରେ କାଠ ତିଆରି ବିଭିନ୍ନ ଆସବାବପତ୍ର ବେଶ୍‌ ଆକର୍ଷଣୀୟ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri