କମିଲା ଓଲା ସ୍କୁଟର ଦର, ଆଜି ହିଁ କିଣନ୍ତୁ ପାଇବେ ୨୫ହଜାର ରିହାତି

ନୂଆଦିଲ୍ଲୀ,୧୭।୨:  ଦେଶରେ ବର୍ତ୍ତମାନ ଇଲେକ୍ଟ୍ରି ସ୍କୁଟିର ଚାହିଦା ବଢିବାରେ ଲାଗିଛି। ପେଟ୍ରୋଲ ପକାଉଥିବା ଗାଡି ଠାରୁ ଇଲେକ୍ଟ୍ରି ସ୍କୁଟିକୁ ବେଶୀ ଲୋକ ପ୍ରିଫର କରୁଛନ୍ତି। ତେବେ ଜାଣିଛନ୍ତି କି ଓଲା ଇଲେକ୍ଟ୍ରି ସ୍କୁଟିକୁ ନେଇ ଆପଣଙ୍କ ପାଇଁ ଭଲ ଖବର ଆସିଛି। ଯଦି ଆପଣ ଇଲେକ୍ଟ୍ରି ସ୍କୁଟି କିଣିବାକୁ ଚାହୁଁଛନ୍ତି ତେବେ ଏହା ପରଫେକ୍ଟ ସମୟ। ଶୀଘ୍ର ଯାଇ ସ୍କୁଟି କିଣି ଆଣନ୍ତୁ।

ଇଲେକ୍ଟ୍ରିକ ଦୁଇ ଚକିଆ ଉତ୍ପାଦନକାରୀ ଓଲା ଇଲେକ୍ଟ୍ରିକ ଏହାର S1 ଇଲେକ୍ଟ୍ରିକ ସ୍କୁଟି ଲାଇନଅପ ଉପରେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରିଛି।

ତେବେ, ଏହା କେବଳ ଫେବୃଆରୀ ମାସ ପାଇଁ ରହିଛି। ସେହିପରି କମ୍ପାନୀ କେବଳ S1 Pro, S1 Air ଏବଂ S1 X + (3kWh) ମଡେଲଗୁଡିକର ଦର ହ୍ରାସ କରିଛି । ତେବେ ଆସନ୍ତୁ ଜାଣିବା ପୂର୍ବରୁ କେତେ ଦର ଥିଲା ଓ ଏବେ କେତେ ଦର ହୋଇଛି। S1 ପ୍ରୋ ର ମୂଲ୍ୟ ୧,୪୭,୪୯୯ ଟଙ୍କା ଥିଲା ବର୍ତ୍ତମାନ ଏହାର ନୂଆ ଦାମ୍‌ ୧,୨୯,୯୯୯ ଟଙ୍କା ହୋଇଛି। S1 ଏୟାରର ମୂଲ୍ୟ ୧,୧୯,୯୯୯ଟଙ୍କା ଥିବାବେଳେ ବର୍ତ୍ତମାନ ଏହାର ନୂଆ ମୂଲ୍ୟ – ୧,୦୪,୯୯୯ ଟଙ୍କା ରହିଛି। S1 X + (3kwh) ର ମୂଲ୍ୟ ୧,୯,୯୯୯ ଟଙ୍କା ଥିବାବେଳେ ବର୍ତ୍ତମାନ ଏହାର ୮୪,୯୯୯ ଟଙ୍କା ହୋଇଛି॥


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri