
ଭୁବନେଶ୍ୱର ସୁଚନା ଭବନରେ ଗୁରୁବାର ମୋକ୍ଷ ଅର୍ଗାନାଇଜେଶନ ଦ୍ୱାରା ସାଂସ୍କୃତିକ କାର୍ୟକ୍ରମ “ଅଭିଳାଷା” ଆୟୋଜିତ ହୋଇଥିଲା
ସର୍ବଜନୀନ ଦୁର୍ଗାପୂଜା ସମିତି, VSS ନଗର ପକ୍ଷରୁ କୁଆଖାଇରେ ମାଆ ଦୁର୍ଗାଙ୍କର ମାଟି ଅନୁକୂଳ କରାଯାଇଛି
ବିଏମସି କାର୍ଯ୍ୟାଳୟରେ ବିଏମସି ପକ୍ଷରୁ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ। ଏହି ବୈଠକରେ ମେୟର ସୁଲୋଚନା ଦାସ, କମିଶନର୍ ଚଞ୍ଚଳା ରାଣା ସହିତ ଅନ୍ୟମାନେ ଉପସ୍ଥିତ ଥିଲେ





