ଓଡ଼ିଶା: ଆଜିର ଫଟୋ ( ୧ ଅକ୍ଟୋବର, ୨୦୨୪ )

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଆରୋହଣ, ଭୁବନେଶ୍ୱରର ଶାରଦୀୟ ନାଟ୍ୟ ଉତ୍ସବ ପରିବେସିତ ହାସ୍ୟରସାତ୍ମକ ନାଟକ, ‘ବୋପା ରାଣ ଢିଙ୍କି ଗିଳି’

 

 

 

କଟକର ବିଭିର୍ନ ସ୍ଥାନରେ ମାଙ୍କ ବିଭିର୍ନ ରୂପ