

ରବୀନ୍ଦ୍ର ମଣ୍ଡପରେ ଅନନ୍ୟ ନାଟ୍ୟ ଉତ୍ସବରେ ରଙ୍ଗମ୍ ଦ୍ୱାରା ନାଟକ ‘ସମ୍ପର୍କ’ ପ୍ରଦର୍ଶନ କରାଯାଉଛି




ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ରସୁଲଗଡ଼ ଜଗନ୍ନାଥ ନଗରରେ ମହିଳାମାନେ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି




ଭଞ୍ଜକଳା ମଣ୍ଡପରେ ପଞ୍ଚମ ବେଦ, ଦ୍ଵାଦଶତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ନାଟକ ‘ଅବସର’ ଦୃଶ୍ୟ ପ୍ରଦର୍ଶିତ

