ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ କେନାଲରୁ ପାଣି ଖସିଯିବା ପରେ ମହିଳାମାନେ ଶାଗ ତୋଳୁଛନ୍ତି

ଦୀର୍ଘ ଦିନ ପରେ ଓଡ଼ିଶାରେ କୋଭିଡ-୧୯ ହେତୁ ସ୍କୁଲ ବନ୍ଦ ଥିଲା ସରକାରଙ୍କ ନିର୍ଦେଶ କ୍ରମେ ସ୍କୁଲ ଖୋଲିବାରୁ ଭୁବନେଶ୍ୱର ର ରସୁଲଗଡ ଛକଠାରେ ପିଲା ମାନେ ରାସ୍ତା ପାରି ହୋଇ ଯାଉଛନ୍ତି

 

ମହିଳାମାନେ କାଠ ସଂଗ୍ରହ କରିବା ପରେ ମହାନଦୀ ରେ ଏକ ଡଙ୍ଗାରେ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଫେରୁଛନ୍ତି

ପିଲାମାନଙ୍କ ଜୀବନ ପ୍ରତି ବିପଦ ଜାଣି ସୁଦ୍ଧା ପିଲାମାନେ କଟକ ର ଡିଅର ପାର୍କ ନିକଟରେ ଥିବା ମହାନଦୀ ରେ ସୋଲ ରେ ଡଙ୍ଗା କରି ଖେଳୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୫ ଏପ୍ରିଲ, ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟ ଜ୍ୟୋତି କଳା କେନ୍ଦ୍ର ଦ୍ୱାରା ବାର୍ଷିକ ନୃତ୍ୟ ମହୋତ୍ସବ ଅନୁଷ୍ଠିତ       ରାଜଧାନୀରେ କଳାହାଣ୍ଡିଆ ମେଘ ସହ ହାଲୁକା…

ଓଡ଼ିଶା: ଆଜିର ଫଟୋ ( ୪ ଏପ୍ରିଲ, ୨୦୨୬ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ସୂର୍ଯ୍ୟ ଜ୍ୟୋତି କଳା କେନ୍ଦ୍ରର ବାର୍ଷିକ ଦିବସ ପାଳନ       ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ବିନ୍ଦୁସାଗରରୁ…

ଓଡ଼ିଶା: ଆଜିର ଫଟୋ ( ୩ ଏପ୍ରିଲ, ୨୦୨୬ )

ଖରାଦାଉରୁ ରକ୍ଷା ପାଇବା ପାଇଁ ମହିଳାମାନେ ମୁହଁରେ କପଡା ବାନ୍ଧି ରାସ୍ତାରେ ଯାଉଛନ୍ତି   ଭୁବନେଶ୍ୱର ସତ୍ୟନଗରରେ ଅବସ୍ଥିତ Catholic Churchରେ ଗୁଡ଼ ଫ୍ରାଇଡେ ପାଳନ ହୋଇଛି…

ଓଡ଼ିଶା: ଆଜିର ଫଟୋ ( ୨ ଏପ୍ରିଲ, ୨୦୨୬ )

ରବିନ୍ଦ୍ର ମଣ୍ଡପରେ ଶ୍ରୀ ମୃଦୁଗୁଞ୍ଜନଙ୍କ ଦ୍ୱାରା ବାର୍ଷିକ ଦିବସ ‘ସପ୍ତରଙ୍ଗ’ ପାଳିତ  ଶ୍ରୀ ନାଟ୍ୟଧାରାଙ୍କ ଦ୍ୱାରା ଭଞ୍ଜକଳା ମଣ୍ଡପରେ ସମ୍ବଲପୁରୀ ନାଟକ ‘ଏନ୍ତା ଏନ୍ତା କଥା’ ପ୍ରଦର୍ଶିତ…

ଓଡ଼ିଶା: ଆଜିର ଫଟୋ ( ୧ ଏପ୍ରିଲ, ୨୦୨୬ )

ପୁରୀ ସାହିଯାତ ଅବସରରେ ମାୟା ରାବଣ ସାହି ପରିକ୍ରମା କରୁଛନ୍ତି       ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ  …

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ଶେଷ ସନ୍ଧ୍ୟାରେ ଆୟୋଜିତ ନୃତ୍ୟ       ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଲା ରୁକୁଣା ରଥ    …

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri