Categories: Video

ଜଳୁଛି ଜଙ୍ଗଲ ଆସୁଛି ମୃତ୍ୟୁ

ନିଆଁର ଆଁରେ ଦାଉଦାଉ ହୋଇ ଜଳୁଛି ଜଙ୍ଗଲ। ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ ପଡିଛି ସଙ୍କଟରେ। ଶିମିଳିପାଳର ୮ ରେଞ୍ଜରେ ଲାଗିଥିବା ନିଆଁ ଏବେ ଜଙ୍ଗଲର ବିଭିନ୍ନ ଆଡେ ମାଡି ଚାଲିଛି। ନିଆଁ ଏକ ପ୍ରକାର ବେକାବୁ ହୋଇ ଗଲାଣି। ଗୋଟିଏ ଜାଗାରେ ଲିଭା ହେବା ବେଳେ ଆଉ ଗୋଟେ ପଟେ ହୁତୁହୁତୁ ହୋଇ ଜଳି ଉଠୁଛି।